ETV Bharat / bharat

Money Laundering Case : ଇଡିରେ ହାଜର ହେବେ ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ! - ଇଡି

ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ଅନୀଲ ପରବ । ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ସେ ଇଡି ନିକଟରେ ହାଜର ହେବାକୁ ସମନ ହୋଇଛି । ଅଧିକ ପଢନ୍ତୁ...

Money Laundering Case :ଇଡିରେ ହାଜର ହେବେ ମହାରାଷ୍ଟ୍ର ପରିବହନ ମନ୍ତ୍ରୀ !

author img

By

Published : Sep 25, 2021, 4:17 PM IST

ମୁମ୍ବାଇ : ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ଅନୀଲ ପରବ । ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ସେ ଇଡି ନିକଟରେ ହାଜର ହେବାକୁ ସମନ ହୋଇଛି । ପୂର୍ବରୁ ଅଗଷ୍ଟ ୨୯ ତାରିଖରେ ଇଡି ତାଙ୍କୁ ହାଜର ହେବା ପାଇଁ ସମନ କରିଥିଲା । ସେ କିନ୍ତୁ ସେ ଅଗଷ୍ଟ ୩୧ରେ ହାଜର ହେବା ପାଇଁ ୧୪ ଦିନ ସମୟ ମାଗିଥିଲେ । କେବେଳ ସେତିକି ନୁହେଁ, ଇଡି ତାଙ୍କର ଘନିଷ୍ଠ ବନ୍ଧୁ ଆରଟିଓ ଅଫିସର ବଜରଙ୍ଗ ଖାରମାଟଙ୍କୁ ମଧ୍ୟ ସମନ କରିଥିଲା ।

ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବା ପାଇଁ ପୋଲିସ ଅଫିସରଙ୍କୁ ନିର୍ଦ୍ଦେଶ ଦେଉଥିବାର ଭିଡିଓ ସାମ୍ନା ଆସିଥିଲା । ଭିଡିଓ କ୍ଲିପ ଆସିବାର କିଛି ଦିନ ପରେ ମନି ଲଣ୍ଡରିଂ ମାମଲା ନେଇ ଅନୀଲଙ୍କୁ ଇଡି ସମନ କରିଥିଲା । ମହାରାଷ୍ଟ୍ର ବିଜେପି ବିଧାୟକ ଆଶିଷ ଶେଲାର ମଧ୍ୟ ନାରାୟଣ ରାଣେଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏହାସହ ଘଟାଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ସେ ଦାବି କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.