ETV Bharat / bharat

ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କଲା ED - ସଞ୍ଜୟ ରାଉତ ଗିରଫ

ଶିବସେନା ନେତା ସଞ୍ଜୟ ରାଉତ ଗିରଫ । ଗତକାଲି ସନ୍ଧ୍ୟାରେେ ଅଟକ ରଖିବା ପରେ କାର୍ଯ୍ୟାଳୟ ଆଣିଥିଲା ତଦନ୍ତକାରୀ ସଂସ୍ଥା । ଆଜି ପୂର୍ବାହ୍ନରେ କୋର୍ଟ ଚାଲାଣ ସମ୍ଭାବନା । ଅଧିକ ପଢନ୍ତୁ

ସଞ୍ଜୟ ରାଉତଙ୍କୁ ଗିରଫ କଲା ED
ସଞ୍ଜୟ ରାଉତଙ୍କୁ ଗିରଫ କଲା ED
author img

By

Published : Aug 1, 2022, 6:47 AM IST

ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଗତକାଲି ତଦନ୍ତକାରୀ ସଂସ୍ଥା ସଞ୍ଜୟଙ୍କୁ ଅଟକ ରଖିବା ପରେ ଗିରଫ ସମ୍ଭାବନା ବଢିଥିଲା । ରବିବାର ତାଙ୍କୁ ଦୀର୍ଘ 16 ଘଣ୍ଟା ମାରାଥାନ ଜେରା ପରେ ଗତକାଲି ମଧ୍ୟରାତ୍ରୀରେ ଗିରଫ କରିଛି ତଦନ୍ତକାରୀ ସଂସ୍ଥା । ଗତକାଲି ପୂର୍ବାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଉତଙ୍କ ବାସଭବନରେ ଚଢାଉ କରିଥିଲା । ପ୍ରାୟ 7 ଘଣ୍ଟାର ଚଢାଉ ପରେ ତାଙ୍କୁ ତଦନ୍ତକାରୀ ସଂସ୍ଥା ତାଙ୍କୁ କାର୍ଯ୍ୟାଳୟ ନେଇ ଜେରା କରିଥିଲା ।

ସଞ୍ଜୟ ରାଉତଙ୍କୁ ଗିରଫ କଲା ED
ସଞ୍ଜୟ ରାଉତଙ୍କୁ ଗିରଫ କଲା ED

ତାଙ୍କୁୁ କୌଣସି ମୁହୂର୍ତ୍ତରେ ଗିରଫ କରାଯିବା ନେଇ ସନ୍ଦେହ କରାଯାଉଥିବା ବେଳେ ମଧ୍ୟରାତ୍ରୀରେ ତାଙ୍କୁ ଇଡି ଗିରଫ କରିଛି । ଆଜି ପୂର୍ବାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ସୂଚନା ରହିଛି । ପାତ୍ରଚାଲ ଲ୍ୟାଣ୍ଡ ସ୍କାମ (Patrachal land scam)ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ପରିସରରେ ରହିଛନ୍ତି ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସଞ୍ଜୟ ରାୱତ ଓ ତାଙ୍କ ପତ୍ନୀ ।

  • Mumbai | Sanjay Raut has been arrested. BJP is afraid of him and got him arrested. They haven't given us any document (regarding his arrest). He has been framed. He will be produced in court tomorrow at 11.30am: Sunil Raut, Sanjay Raut's brother pic.twitter.com/1XXJoE3KCQ

    — ANI (@ANI) July 31, 2022 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.