ETV Bharat / bharat

ଅରୁଣାଚଳ ପ୍ରଦେଶର ପାଙ୍ଗିନରେ ଭୂମିକମ୍ପ - ପାଙ୍ଗିନରେ ଭୂକମ୍ପ ଝଟକା

ଆଜି ଅରୁଣାଚଳ ପ୍ରଦେଶର ପାଙ୍ଗିନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

ଅରୁଣାଚଳ ପ୍ରଦେଶର ପାଙ୍ଗିନରେ ଭୂକମ୍ପ ଝଟକା
ଅରୁଣାଚଳ ପ୍ରଦେଶର ପାଙ୍ଗିନରେ ଭୂକମ୍ପ ଝଟକାଅରୁଣାଚଳ ପ୍ରଦେଶର ପାଙ୍ଗିନରେ ଭୂକମ୍ପ ଝଟକା
author img

By

Published : Oct 5, 2021, 11:09 AM IST

ଇଟାନଗର: ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ । ଆଜି ଅରୁଣାଚଳ ପ୍ରଦେଶର ପାଙ୍ଗିନରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେସମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୮ଟା ୮ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିଲା, ଯାହାର ଗଭିରତା ୧୦ କିଲୋମିଟର ହୋଇଥିବା ସୂଚନାମିଳିଛି । ଏହାର ଅକ୍ଷାଂଶ ୩୦.୫୮ ଓ ଦ୍ରାଘିମା ୯୪. ୭୨ ରହିଛି ।

ତେବେ ଗତକାଲି ଅରୁଣାଚଳ ପ୍ରଦେଶର ବସରରେ ୪.୪ ତିବ୍ରତାର ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା । ଏଥି ସହ ଅକ୍ଟୋବର ୨ରେ ମଧ୍ୟ ୪.୧ ତିବ୍ରତାର ଭୂକମ୍ପ ହୋଇଥିଲା । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସ ସୂଚନା ମିଳିନାହିଁ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.