ETV Bharat / bharat

Earthquake: ବେଙ୍ଗାଲୁରୁରେ ୩.୩ ତୀବ୍ରତାର ଭୂକମ୍ପ, ନାହିଁ କ୍ଷୟକ୍ଷତି ସୂଚନା - ଭୂକମ୍ପ ଖବର

ସକାଳୁ ସକାଳୁ କର୍ଣ୍ଣାଟକକୁ ଭୂକମ୍ପ ଝଟକା (Earthquake in Bengaluru) । ଉତ୍ତର- ଉତ୍ତରପୂର୍ବ କର୍ଣ୍ଣାଟକର ବେଙ୍ଗାଲୁରୁ ୩.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

ବେଙ୍ଗାଲୁରୁରେ ୩.୩ ତୀବ୍ରତାର ଭୂମିକମ୍ପ
ବେଙ୍ଗାଲୁରୁରେ ୩.୩ ତୀବ୍ରତାର ଭୂମିକମ୍ପ
author img

By

Published : Dec 22, 2021, 9:35 AM IST

ବେଙ୍ଗାଲୁରୁ: ସକାଳୁ ସକାଳୁ କର୍ଣ୍ଣାଟକକୁ ଭୂକମ୍ପ ଝଟକା (Earthquake in Bengaluru) । ଉତ୍ତର- ଉତ୍ତରପୂର୍ବ କର୍ଣ୍ଣାଟକର ବେଙ୍ଗାଲୁରୁରେ ୩.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (National Centre for Seismology) ତରଫରୁ ସୂଚନା ଦିଆଯାଇଛି ।

ସମୟ ପାଖାପାଖି ସକାଳ ୭ଟାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା ୨୩ କିଲୋମିଟର ଥିବା ଜଣାପଡିଛି । ୬୬କିଲୋମିଟର ଉତ୍ତର- ଉତ୍ତରପୂର୍ର କର୍ଣ୍ଣାଟକରେ ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.