ଶିଲଂ: ମେଘାଳୟରେ ଭୂକମ୍ପ ଝଟକା । ଆଜି(ସୋମବାର) ସକାଳ 6.32 ମିନିଟରେ ମେଘାଳୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତ୍ରୀବତା 4.0 ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
-
Earthquake of Magnitude:4.0, Occurred on 13-06-2022, 06:32:02 IST, Lat: 25.68 & Long: 90.60, Depth: 10 Km ,Location: 43km ENE of Tura, Meghalaya, India for more information Download the BhooKamp App https://t.co/NexRxq6xrz@Indiametdept @ndmaindia pic.twitter.com/yIecYvLJSo
— National Center for Seismology (@NCS_Earthquake) June 13, 2022 " class="align-text-top noRightClick twitterSection" data="
">Earthquake of Magnitude:4.0, Occurred on 13-06-2022, 06:32:02 IST, Lat: 25.68 & Long: 90.60, Depth: 10 Km ,Location: 43km ENE of Tura, Meghalaya, India for more information Download the BhooKamp App https://t.co/NexRxq6xrz@Indiametdept @ndmaindia pic.twitter.com/yIecYvLJSo
— National Center for Seismology (@NCS_Earthquake) June 13, 2022Earthquake of Magnitude:4.0, Occurred on 13-06-2022, 06:32:02 IST, Lat: 25.68 & Long: 90.60, Depth: 10 Km ,Location: 43km ENE of Tura, Meghalaya, India for more information Download the BhooKamp App https://t.co/NexRxq6xrz@Indiametdept @ndmaindia pic.twitter.com/yIecYvLJSo
— National Center for Seismology (@NCS_Earthquake) June 13, 2022
ମେଘାଳୟ ତୁରାର ପୂର୍ବ ଉତ୍ତର ପୂର୍ବ ଠାରୁ 43 କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା 10 କିଲୋମିଟର ରହିଥିବା ବେଳେ ଅକ୍ଷାଂଶ 25.68 ରହିଥିବାବେଳେ ଦ୍ରାଘିମା 90.60 ରହିଥିଲା । ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।