ETV Bharat / bharat

ମେଘାଳୟରେ ଭୂକମ୍ପ ଝଟକା, ତୀବ୍ରତା 4.0 ରେକର୍ଡ

author img

By

Published : Jun 13, 2022, 7:45 AM IST

ଭୂକମ୍ପରେ ଥରିଲା ମେଘାଳୟ । ରିକ୍ଟର ସ୍କେଲରେ ତୀବ୍ରତା 4.0 ରେକର୍ଡ । ଅଧିକ ପଢନ୍ତୁ

ମେଘାଳୟରେ ଭୂକମ୍ପ ଝଟକା, ତୀବ୍ରତା 4.0 ରେକର୍ଡ
ମେଘାଳୟରେ ଭୂକମ୍ପ ଝଟକା, ତୀବ୍ରତା 4.0 ରେକର୍ଡ

ଶିଲଂ: ମେଘାଳୟରେ ଭୂକମ୍ପ ଝଟକା । ଆଜି(ସୋମବାର) ସକାଳ 6.32 ମିନିଟରେ ମେଘାଳୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତ୍ରୀବତା 4.0 ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମେଘାଳୟ ତୁରାର ପୂର୍ବ ଉତ୍ତର ପୂର୍ବ ଠାରୁ 43 କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା 10 କିଲୋମିଟର ରହିଥିବା ବେଳେ ଅକ୍ଷାଂଶ 25.68 ରହିଥିବାବେଳେ ଦ୍ରାଘିମା 90.60 ରହିଥିଲା । ତେବେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.