ETV Bharat / bharat

ଅରୁଣାଚଳ ପ୍ରଦେଶରେ ୪.୧ ତୀବ୍ରତାର ଭୂକମ୍ପ - ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ଅରୁଣାଚଳ ପ୍ରଦେଶ ପାଙ୍ଗିନର ଶିଆଙ୍ଗ ଅଞ୍ଚଳରେ ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଅରୁଣାଚଳ ପ୍ରଦେଶରେ ୪.୧ ତିବ୍ରତାର ଭୂକମ୍ପ
ଅରୁଣାଚଳ ପ୍ରଦେଶରେ ୪.୧ ତିବ୍ରତାର ଭୂକମ୍ପ
author img

By

Published : Mar 15, 2022, 10:31 AM IST

ଇଟାନଗର: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ପାଙ୍ଗିନର ଶିଆଙ୍ଗ ଅଞ୍ଚଳରେ ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା । ଆଜି ସକାଳ ୮ଟା ୨୧ ମିନିଟରେ ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସୋମଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି । ପାଙ୍ଗିନର ଉତ୍ତରରୁ ୨୧୫ କିଲୋମିଟର ଦୂରରେ ଏହା ଅନୁଭୂତ ହୋଇଥିଲା ।

ଏହାର ଗଭୀରତା ୧୦ କିଲୋମିଟର ରହିଥିବା ରେକର୍ଡ କରାଯାଇଥିବା ବେଳେ ଦ୍ରାଘିମା ୩୦.୦୮ ପ୍ରତିଶତ ଓ ଅକ୍ଷାଂଶ ୯୫.୧୮ ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ଏହା ପୂର୍ବରୁ ଫେବୃଆରୀ ୭ରେ ଅରୁଣାଚଳ ପ୍ରଦେଶର ପାଙ୍ଗିନରେ ୪.୩ ତ୍ରୀବତାର ଭୂକମ୍ପ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.