ETV Bharat / bharat

Earthquake: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଅରୁଣାଚଳ ପ୍ରଦେଶର ପାଙ୍ଗିନରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତ୍ରୀବତା ୪.୩ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

Earthquake: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା
Earthquake: ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା
author img

By

Published : Feb 7, 2022, 8:26 AM IST

ଇଟାନଗର: ଅରୁଣାଚଳ ପ୍ରଦେଶର ପାଙ୍ଗିନରେ ଭୂକମ୍ପ ଝଟକା । ଗତକାଲି ରାତି ପ୍ରାୟ ୧୦ଟା ୫୯ ମିନିଟରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତ୍ରୀବତା ୪.୩ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସୋମଲୋଜି ସୂଚନା ଦେଇଛି ।

ପାଙ୍ଗୀନରୁ ୩୦୫ କିଲୋମିଟର ଦୂର ଉତ୍ତର-ପୂର୍ବରେ କେନ୍ଦ୍ରସ୍ଥଳ ଥିଲା । ଏହାର ଗଭିରତା ୧୦ କିଲୋମିଟର ରହିଥିବା ବେଳେ ଦ୍ରାଘିମା ୩୦.୭୧ ପ୍ରତିଶତ ଓ ଅକ୍ଷାଂଶ ୯୬.୪୦ ପ୍ରତିଶତ ରହିଛି ।

ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ଏହା ପୂର୍ବରୁ ଜାନୁଆରୀରେ ଦିବ୍ୟାଙ୍ଗ ଉପତ୍ୟକାରେ ୪.୩ ତ୍ରୀବତାର ଭୂକମ୍ପ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.