ପୋର୍ଟ ବ୍ଲେୟାର: ପୁଣି ଆଣ୍ଡାମାନ ସାଗରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି । ଆଜି (ବୁଧବାର) ଭୋର 5ଟା 56ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
-
Earthquake of Magnitude:4.6, Occurred on 06-07-2022, 05:56:18 IST, Lat: 10.67 & Long: 94.18, Depth: 10 Km ,Location: Andaman Sea, India for more information download the BhooKamp App https://t.co/0ymmFAOG8K@ndmaindia @Indiametdept pic.twitter.com/K3YO7FGRQe
— National Center for Seismology (@NCS_Earthquake) July 6, 2022 " class="align-text-top noRightClick twitterSection" data="
">Earthquake of Magnitude:4.6, Occurred on 06-07-2022, 05:56:18 IST, Lat: 10.67 & Long: 94.18, Depth: 10 Km ,Location: Andaman Sea, India for more information download the BhooKamp App https://t.co/0ymmFAOG8K@ndmaindia @Indiametdept pic.twitter.com/K3YO7FGRQe
— National Center for Seismology (@NCS_Earthquake) July 6, 2022Earthquake of Magnitude:4.6, Occurred on 06-07-2022, 05:56:18 IST, Lat: 10.67 & Long: 94.18, Depth: 10 Km ,Location: Andaman Sea, India for more information download the BhooKamp App https://t.co/0ymmFAOG8K@ndmaindia @Indiametdept pic.twitter.com/K3YO7FGRQe
— National Center for Seismology (@NCS_Earthquake) July 6, 2022
ଭୂକମ୍ପର ଗଭୀରତା 10 କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ 10.67 ରହିଥିବାବେଳେ ଦ୍ରାଘିମା 94.18 ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।