ETV Bharat / bharat

ପୁଣି ଭୂକମ୍ପରେ ଥରିଲା ଆଣ୍ଡାମାନ ସାଗର, ତୀବ୍ରତା 4.6 ରେକର୍ଡ

ପୁଣି ଆଣ୍ଡାମାନ ସାଗରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Jul 6, 2022, 8:48 AM IST

earthquake hits in andaman sea
ପୁଣି ଭୂକମ୍ପରେ ଥରିଲା ଆଣ୍ଡାମାନ ସାଗର, ତୀବ୍ରତା 4.6 ରେକର୍ଡ

ପୋର୍ଟ ବ୍ଲେୟାର: ପୁଣି ଆଣ୍ଡାମାନ ସାଗରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ କରାଯାଇଛି । ଆଜି (ବୁଧବାର) ଭୋର 5ଟା 56ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭୂକମ୍ପର ଗଭୀରତା 10 କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ 10.67 ରହିଥିବାବେଳେ ଦ୍ରାଘିମା 94.18 ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.