ETV Bharat / bharat

ଥରିଲା ହିମାଚଳ ପ୍ରଦେଶ, 3.5 ତୀବ୍ରତାର ଭୂକମ୍ପ ଅନୁଭୂତ

author img

By

Published : May 13, 2022, 11:54 AM IST

ହିମାଚଳ ପ୍ରଦେଶର ଧର୍ମଶାଳାରେ ଭୂକମ୍ପ । ରିକ୍ଟର ସ୍କେଲରେ ଏହାର ତ୍ରୀବତା ୩.୫ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ଥରିଲା ହିମାଚଳ ପ୍ରଦେଶ, 3.5 ତୀବ୍ରତାର ଭୂକମ୍ପ ଅନୁଭୂତ
ଥରିଲା ହିମାଚଳ ପ୍ରଦେଶ, 3.5 ତୀବ୍ରତାର ଭୂକମ୍ପ ଅନୁଭୂତ

ସିମଲା: ହିମାଚଳ ପ୍ରଦେଶର ଧର୍ମଶାଳାରେ ଭୂକମ୍ପ ଝଟକା । ଆଜି(ଶୁକ୍ରବାର) ସକାଳ ୭ଟା ୪୬ ମିନିଟରେ ହିମାଚଳ ପ୍ରଦେଶର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତ୍ରୀବତା ୩.୫ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଧର୍ମଶାଳାର ଉତ୍ତର ଉତ୍ତର ପଶ୍ଚିମ ଠାରୁ ୫୭ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଉଛି । ଏହାର ଗଭୀରତା ୫ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୩୨.୭୧ ରହିଥିବାବେଳେ ଦ୍ରାଘିମା ୭୬.୧୨ ରହିଥିଲା । ଏନେଇ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.