ETV Bharat / bharat

ବିମାନ ଇଞ୍ଜିନ ପାର୍ଟ୍ସ ତିଆରି ପାଇଁ ଟେକ୍ନୋଲୋଜି ବିକାଶ କରୁଛି DRDO - ବିମାନ ଇଞ୍ଜିନ ପାର୍ଟସ

ଜଟିଳ ବିମାନ ଇଞ୍ଜିନ ପାର୍ଟ୍ସ ତିଆରି କରିବା ପାଇଁ DRDO ଏକ ସ୍ବତନ୍ତ୍ର ଟେକ୍ନୋଲୋଜି ବିକାଶ କରୁଛି । ଅଧିକ ପଢନ୍ତୁ...

ବିମାନ ଇଞ୍ଜିନ ପାର୍ଟସ ତିଆରି ପାଇଁ ଟେକ୍ନୋଲୋଜି ବିକାଶ କରୁଛି DRDO

author img

By

Published : May 29, 2021, 11:10 AM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO) ଏକ ସ୍ବାଗତଯୋଗ୍ୟ ପ୍ରୟାସ ଆରମ୍ଭ କରିଛି । ବିମାନ ଇଞ୍ଜିନର ପାର୍ଟ୍ସ ନିର୍ମାଣ କରିବା କଷ୍ଟକର ବ୍ୟାପାର ହୋଇଥିବା ବେଳେ ଡିଆରଡିଓ ପକ୍ଷରୁ ଏହାକୁ ନିର୍ମାଣ କରିବା ପାଇଁ ଏକ ମେସିନର ତିଆରି କରାଯାଉଛି । ଏହି ମେସିନଟି ତିଆରି କରିବା ପରେ ବିମାନ ଇଞ୍ଜିନର ଅଂଶକୁ ଡିଆରଡିଓ ନିର୍ମାଣ କରିବ ।

DRDO ଏହାର ଅନନ୍ୟ 2000 MT ଆଇସୋଥର୍ମାଲ୍ ଫର୍ଜ ପ୍ରେସ ବ୍ୟବହାର କରି ନିର୍ମାଣ ପାଇଁ କଷ୍ଟକର ହେଉଥିବା ଇଞ୍ଜିନର ପାର୍ଟ୍ସଗୁଡିକୁ ତିଆରି କରିବ । ଏହି କାର୍ଯ୍ୟରେ ଟାଇଟାନିୟମ ଧାତୁର ମଧ୍ୟ ବ୍ୟବହାର କରାଯିବ । ଡିଆରଡ଼ିଓ ଇଞ୍ଜିନ ପାର୍ଟ୍ସ ନିର୍ମାଣ କରିବାର ଲକ୍ଷ୍ୟ ରଖି ଏହି ଗୁରୁତ୍ବପୂର୍ଣ୍ଣ ମେସିନକୁ ସୃଷ୍ଟି କରୁଛି । ଏହି ମେସିନଟିର ନିର୍ମାଣ ଶେଷ ହେବା ପରେ ଇଞ୍ଜିନର ପାର୍ଟ୍ସ ନିର୍ମାଣରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ।

ଡିଆରଡ଼ିଓ ମେସିନ ତିଆରି କରିବା ପରେ ପାର୍ଟ୍ସଗୁଡିକ ତିଆରି କରିବା ପରେ ବିଶ୍ବ ସ୍ତରରେ ଇଞ୍ଜିନ ନିର୍ମାଣକାରୀ ମଧ୍ୟରେ ସ୍ଥାନ ପାଇବ । ଜଟିଳ ବା କଷ୍ଟସାଧ୍ୟ ଏରୋ ଇଞ୍ଜିନ୍ ପାର୍ଟ୍ସଗୁଡିକ ତିଆରି କରିବା ପରେ ବିଶ୍ବସ୍ତରରେ ଭାରତ ନିଜ ଦକ୍ଷତାର ପରିଚୟ ଦେଇପାରିବାରେ ସକ୍ଷମ ହେବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.