ETV Bharat / bharat

ତିହାର ଜେଲରୁ ମୁକୁଳିଲେ ଦିଶା ରବି

author img

By

Published : Feb 23, 2021, 9:57 PM IST

ଟୁଲକିଟ୍ ମାମଲାରେ ଜାମିନ ପାଇବା ପରେ ଜେଲରୁ ବାହାରିଲେ ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବି । ଅଧିକ ପଢନ୍ତୁ....

ତିହାର ଜେଲରୁ ମୁକୁଳିଲେ ଦିଶା ରବି
ତିହାର ଜେଲରୁ ମୁକୁଳିଲେ ଦିଶା ରବି

ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ ଜାମିନ ପାଇବା ପରେ ଜେଲରୁ ବାହାରିଲେ ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବି । ଆଜି ତାଙ୍କ ଜାମିନ ମାମଲାର ଶୁଣାଣି କରି ଦିଲ୍ଲୀର ପଟିଆଲା କୋର୍ଟ ତାଙ୍କୁ ଜାମିନ ପ୍ରାଦନ କରିଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେସ ମୁତାବକ ତାଙ୍କୁ ଦିଲ୍ଲୀର ତିହାର ଜେଲରୁ ମୁକ୍ତ କରାଯାଇଛି ।

ଆଜି ପୂର୍ବାହ୍ନରେ ତାଙ୍କୁ ଦୁଇ ଜଣ ଜାମିନଦାର ଓ 2 ଲକ୍ଷ ଟଙ୍କା ବିନିମୟରେ ବେଲ ପ୍ରଦାନ କରିଥିଲେ କୋର୍ଟ । ଦିଶା ରବିଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସାଇବର ସେଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.