ETV Bharat / bharat

ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଅଘଟଣ, ଦଳଚକଟାରେ ୨ ଶ୍ରଦ୍ଧାଳୁ ମୃତ

author img

By

Published : Aug 20, 2022, 10:23 AM IST

ଜନ୍ମାଷ୍ଟମୀରେ ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଦଳାଚକଟା । ଏଥିରେ ୨ ଜଣ ମୃତ । ଅଧିକ ପଢନ୍ତୁ

ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଅଘଟଣ, ଦଳଚକଟାରେ ୨ ଶ୍ରଦ୍ଧାଳୁ ମୃତ
ମଥୁରା ବାଙ୍କେ ବିହାରୀ ମନ୍ଦିରରେ ଅଘଟଣ, ଦଳଚକଟାରେ ୨ ଶ୍ରଦ୍ଧାଳୁ ମୃତ

ଲକ୍ଷ୍ନୌ: ପବିତ୍ର ଜନ୍ମାଷ୍ଟମୀରେ ମଥୁରା ବୃନ୍ଦାବନରେ ଥିବା ବାଙ୍କେ ବିହାରୀ ମନ୍ଦିର(Banke Bihari temple)ରେ ଅଘଟଣ । ଜନ୍ମାଷ୍ଟମୀ ଅବସରରେ ପ୍ରଭୁ ବାଙ୍କେ ବିହାରୀଙ୍କ ଦର୍ଶନ ପାଇଁ ମନ୍ଦିରରେ ଦଳଚକଟା ସ୍ଥିତି ସୃଷ୍ଟି ହୋଇଛି । ଏହି ଦଳଚକଟାରେ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ପୁରୁଷ ରହିଛନ୍ତି । ଏଥିରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି । ଶୁକ୍ରବାର ମଧ୍ୟରାତ୍ରିରେ ବାଙ୍କେ ବିହାରୀଙ୍କ ମଙ୍ଗଳ ଆଳତୀ ସମୟରେ ପ୍ରବଳ ଭିଡ ଯୋଗୁଁ ଏପରି ଅଘଟଣ କରିଥିବା ଜଣାପଡିଛି ।

ଏହା ବି ପଢନ୍ତୁ: ମଥୁରାରେ ଜନ୍ମାଷ୍ଟମୀ, କୃଷ୍ଣ ପ୍ରେମରେ ଝୁମିଲେ ଭକ୍ତ

ସୂଚନାଯୋଗ୍ୟ, ଜନ୍ମାଷ୍ଟମୀ ଅବସରରେ ମଧ୍ୟରାତ୍ରିରେ ନନ୍ଦଲାଲାଙ୍କ ମଙ୍ଗଳ ଆଳତୀ ଆରମ୍ଭ ହୋଇଥିଲା । ଆଳତୀ ଦର୍ଶନ ପାଇଁ ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ସ୍ଥିତି ଉପୁଜିଥିଲା । ଫଳରେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣ ଶ୍ରଦ୍ଧାଳୁ ଟଳି ପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.