ETV Bharat / bharat

ନୂଆବର୍ଷରୁ ନର୍ସରୀ ଠୁ ପଞ୍ଚମ ଶ୍ରେଣୀ ପିଲାଙ୍କ ସ୍କୁଲ ଛୁଟି

author img

By

Published : Dec 28, 2021, 9:33 AM IST

ନର୍ସରୀରୁ ପଞ୍ଚମ ଶ୍ରେଣୀ ଯାଏଁ ଶୀତ ଛୁଟି ଘୋଷଣା କଲେ ଦିଲ୍ଲୀ ସରକାର । ଅଧିକ ପଢନ୍ତୁ

୧ରୁ ଦିଲ୍ଲୀରେ ନର୍ସରୀଠୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଛୁଟି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ଯାଏଁ ଛୁଟି ଘୋଷଣା କଲେ ଦିଲ୍ଲୀ ସରକାର । ଜାନୁୟାରୀ ୧ ରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲାଙ୍କୁ ଶୀତ ଛୁଟି ଦିଆଯାଇଛି । ଏବେ ବି ଏଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ତର ଚିନ୍ତାଜନକ ହେବା ପରେ ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ପଡିଥିଲା ।

ବର୍ତ୍ତମାନ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହା ସହିତ ଦିନକୁ ଦିନ କୋଭିଡ ଏବଂ ଓମିକ୍ରନ ମାମଲା ମଧ୍ୟ ବଢି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩୩୧ଟି ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଜୁନ ୬ ତାରିଖ ପରେ ଆଜି ସବୁଠୁ ଅଧିକ ମାମଲା ରେକର୍ଡ ହୋଇଥିବା ଜଣାପଡିଛି । ସେହିପରି ପଜିଟିଭ ହାର ମଧ୍ୟ ଜୁନ ୨ ପରଠୁ ସର୍ବାଧିକ ରହିଛି ।ଏସବୁକୁ ଦୃଷ୍ଟିରେ ରଖି ନର୍ସରୀରୁ ପଞ୍ଚମ ଶ୍ରେଣୀ ଯାଏଁ ଶୀତ ଛୁଟି ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.