ETV Bharat / bharat

ଟ୍ରାକ୍ଟର ପରେଡ: ରାହୁଲଙ୍କ ଟ୍ୱିଟ, ସମସ୍ୟାର ସମାଧାନ ନୁହେଁ ହିଂସା - delhi-farmer-tractor-rally

ହିଂସା ସମସ୍ୟାର ସମାଧାନ ନୁହେଁ ବୋଲି ଟ୍ବିଟ କରି କହିଛନ୍ତି ରାହୁଲ । ଅଧିକ ପଢନ୍ତୁ...

ଟ୍ରାକ୍ଟର ପରେଡ: ରାହୁଲଙ୍କ ଟ୍ୱିଟ, ସମସ୍ୟାର ସମାଧାନ ନୁହେଁ ହିଂସା

author img

By

Published : Jan 26, 2021, 4:34 PM IST

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ପରେଡ ଏବେ ହିଂସାର ରୂପ ନେଇସାରିଛି । ଦିଲ୍ଲୀର ଭିନ୍ନ ଭିନ୍ନ ଅଞ୍ଚଳରେ ହିଂସା ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ହିଂସାର ନିନ୍ଦା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହିଂସା ସମସ୍ୟାର ସମାଧାନ ନୁହେଁ ବୋଲି ଟ୍ବିଟ କରି କହିଛନ୍ତି ରାହୁଲ ।

ଟ୍ରାକ୍ଟର ପରେଡ: ରାହୁଲଙ୍କ ଟ୍ୱିଟ, ସମସ୍ୟାର ସମାଧାନ ନୁହେଁ ହିଂସା
ଟ୍ରାକ୍ଟର ପରେଡ: ରାହୁଲଙ୍କ ଟ୍ୱିଟ, ସମସ୍ୟାର ସମାଧାନ ନୁହେଁ ହିଂସା

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି, ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ । ଆଘାତ କାହାକୁ ବି ଲାଗୁନା କାହିଁକି, କ୍ଷତି ଆମ ଦେଶକୁ ହେବ । ଦେଶହୀତ ପାଇଁ କୃଷି ଆଇନ ପ୍ରତ୍ୟାହାର ହେଉ ବୋଲି ଅପିଲ କରିଛନ୍ତି ରାହୁଲ ।

ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଚ୍ରାକ୍ଟର ରାଲି ସମୟରେ ହିଂସା ପ୍ରଦର୍ଶନ ଦେଖିବାକୁ ମିଳିଛି । ତୀବ୍ରତର ହେଉଛି ଏହି ଆନ୍ଦୋଳନ । ସେପଟେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଲର୍ଟ ରହିଛନ୍ତି ସୁରକ୍ଷାକର୍ମୀ । ପ୍ରଦର୍ଶନକାରୀଙ୍କୁ ରୋକିବାକୁ ଚେଷ୍ଟା କରାଯାଉଛି । ଏହାରି ମଧ୍ୟରେ ଆନ୍ଦୋଳନରତ ଚାଷୀ ଦିଲ୍ଲୀ ଭିତରେ ଧସେଇ ପଶିବା ସହ ଲାଲକିଲା ପରିସରରେ ସଂଗଠନର ପତାକା ଉଡାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.