ETV Bharat / bharat

ହାତ ଟେକିଦେଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ICU ଶଯ୍ୟା ପାଇଁ କଲେ ଅନୁରୋଧ - କେଜ୍ରିୱାଲ

ଦିଲ୍ଲୀରେ କୋରୋନା ସଙ୍କଟକୁ ଦେଖି ହାତ ଟେକିଦେଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କଲେ ଅନୁରୋଧ । ଅଧିକ ପଢନ୍ତୁ...

ହାତ ଟେକିଦେଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ICU ଶଯ୍ୟା ପାଇଁ କଲେ ଅନୁରୋଧ

author img

By

Published : Apr 18, 2021, 3:33 PM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଉତ୍କଟ ହେଉଛି କୋରୋନା ସ୍ଥିତି । ଏହାରି ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁ ବୟାନ ଦେଇଛନ୍ତି, ତାହା କୋରୋନା ଡରକୁ ଆହୁରି ବଢାଇ ଦେଇଛି ।

ହାତ ଟେକିଦେଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ICU ଶଯ୍ୟା ପାଇଁ କଲେ ଅନୁରୋଧ
ହାତ ଟେକିଦେଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ICU ଶଯ୍ୟା ପାଇଁ କଲେ ଅନୁରୋଧ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ କୋରୋନା ରୋଗୀଙ୍କ ସଂଖ୍ୟା ଦ୍ରୃତ ଗତିରେ ବୃଦ୍ଧି ପାଉଛି । ଏବେ ସମ୍ପୂର୍ଣ୍ଣ ଦିଲ୍ଲୀରେ ଆଇସିୟୁର 100ରୁ କମ ଶଯ୍ୟା ବଞ୍ଚିଛି । ଦିଲ୍ଲୀରେ କ୍ରମାଗତ ବିଗୁଡୁଥିବା ପରିସ୍ଥିତିକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କେଜ୍ରିୱାଲ ।

ପ୍ରଧାନମନ୍ତ୍ରୀଙ୍କୁ କେଜ୍ରିୱାଲ ଚିଠି ଲେଖି ଅନୁରୋଧ କରିଛନ୍ତି ସ୍ଥିତିର ଗମ୍ଭୀରତାକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ହସ୍ପିଟାଲ ଗୁଡିକରେ ଅତିକମ୍‌ରେ 7000 ଶଯ୍ୟା ସଂରକ୍ଷିତ ରଖାଯାଉ । କେବଳ ଏତିକି ନୁହେଁ ଅକ୍ସିଜେନର ଅଭାବ ମଧ୍ୟ ପରିଲକ୍ଷିତ ହେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି କେଜ୍ରିୱାଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.