ETV Bharat / bharat

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କୁ କୋରୋନା - cm tirath singh rawat

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ କୋଭିଡ ଟେଷ୍ଟ ପଜିଟିଭ ଆସିଛି । ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ନିଜେ ଟ୍ବିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କୁ କୋରୋନା
ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କୁ କୋରୋନା
author img

By

Published : Mar 22, 2021, 2:51 PM IST

ଡେରାଡୁନ: କୋଭିଡ ସଂକ୍ରମଣକୁ ନେଇ ଆସିଛି ବଡ ଖବର । ମହାମାରୀ କୋରୋନା ଭାଇରସର ଶିକାର ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

ଡାକ୍ତରଙ୍କ ପରାମର୍ଶ ପରେ ସେ ନିଜକୁ ଆଇସୋଲେସନରେ ରହିଛନ୍ତି। ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ନିଜେ ଟ୍ବିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଟ୍ବିଟ କରିଛନ୍ତି ଯେ, 'ମୋର କୋରୋନା ପରୀକ୍ଷା ରିପୋର୍ଟ ପଜେଟିଭ ଆସିଛି। ମୁଁ ଭଲ ଅଛି ଏବଂ ମୋର କୌଣସି ଅସୁବିଧା ନାହିଁ ।

ଡାକ୍ତରଙ୍କ ତତ୍ତ୍ବବଧାନରେ ନିଜକୁ ଆଇସୋଲେଟ କରିଦେଇଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ସମ୍ପର୍କରେ ଆସିଛନ୍ତି, ଦୟାକରି ସେମାନେ ସାବଧାନତା ରକ୍ଷା କରନ୍ତୁ । ଆଉ ନିଜର ମଧ୍ୟ କୋଭିଡ ପରୀକ୍ଷା କରାନ୍ତୁ ଏବଂ ମୁଁ ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟର କାମନା କରୁଛି '।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.