ନୂଆଦିଲ୍ଲୀ: ଲାଲକିଲ୍ଲାରେ ହିଂସା ଘଟଣାକୁ ନେଇ ଦୀପ ସିଦ୍ଧୁ ବଡ ଅଭିଯୋଗ ଆଣିଛନ୍ତି । କେହି ମୋତେ ପ୍ରତାରଣା କରି ଡ୍ରଗ୍ ଦେଇଥିଲେ ବୋଲି କହିଛନ୍ତି ଦୀପ ସିଦ୍ଧୁ । ବର୍ତ୍ତମାନ ମୁଁ ଅସୁସ୍ଥ ଅଛି । ଏହା ପଛରେ କିଏ ଅଛି ମୁଁ ଜାଣେ ନାହିଁ । ମୁଁ ସମସ୍ତଙ୍କ ବିରୋଧରେ ଲଢେଇ କରୁଛି । ମୋର ସୁରକ୍ଷାକୁ ନେଇ ମୋ ପରିବାର ଲୋକେ ଏବେ ଚିନ୍ତାରେ ଅଛନ୍ତି । ସତ ସାମ୍ନାକୁ ଆଣିବା ପାଇଁ ମୁଁ ଏସବୁ କରୁଛି ।
ପ୍ରକାଶ ଥାଉକି ଜାନୁଆରୀ 26ରେ ଦିଲ୍ଲୀରେ ହିଂସା ହୋଇଥିଲେ । ଯେଉଁଥିରେ କୃଷକ ମାନେ ଅନ୍ଦୋଳନ କରିଥିଲେ । ଏହି ଘଟଣାରେ ଦିପ ସିଦ୍ଧୁ ଉସକାଇଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ଏପ୍ରିଲ 26ରେ ଲାଲକିଲ୍ଲା ହିଂସା ଘଟଣାରେ ଗରିଫ ଦୀପ ସିଦ୍ଧୁକୁ ଜାମିନ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ ।