ETV Bharat / bharat

Haryana panchayat election:ନିର୍ବାଚନରେ ମୃତ ପ୍ରାର୍ଥୀଙ୍କ ବିଜୟ

ମୃତ ପ୍ରାର୍ଥୀଙ୍କ ବିଜୟ । ଶାହବାଦ ଜନଦେଡୀ ଗାଁର ପଞ୍ଚାୟତ ନିର୍ବାଚନରେ କୁରୁକ୍ଷେତ୍ରର ମୃତ ପ୍ରାର୍ଥୀଙ୍କ ବିଜୟ (dead candidate became sarpanch in kurukshetra)। ଅଧିକ ପଢନ୍ତୁ

Haryana panchayat election:ନିର୍ବାଚନରେ ମୃତ ପ୍ରାର୍ଥୀଙ୍କ ବିଜୟ
Haryana panchayat election:ନିର୍ବାଚନରେ ମୃତ ପ୍ରାର୍ଥୀଙ୍କ ବିଜୟ
author img

By

Published : Nov 16, 2022, 4:18 PM IST

ଚଣ୍ଡିଗଡ: ମୃତ ପ୍ରାର୍ଥୀଙ୍କ ବିଜୟ । ପଞ୍ଚାୟତ ନିର୍ବାଚନରେ ମୃତ ପ୍ରାର୍ଥୀଙ୍କ ବିଜୟ (dead candidate became sarpanch in kurukshetra)। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଶାହବାଦ ଜନଦେଡୀ ଗାଁରେ । ତେବେ ମୃତ ପ୍ରାର୍ଥୀ ଜଣକ ହେଉଛନ୍ତି କୁରୁକ୍ଷେତ୍ର ର ରାଜବୀର ସିଂ।

ସୂଚନା ଅନୁଯାୟୀ, ହରିୟାନା ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ 9ଟି ଜିଲ୍ଲାରେ ନଭେମ୍ବର 12ରେ ହୋଇଥିଲା ମତଦାନ ପ୍ରକ୍ରିୟା । କିନ୍ତୁ ପ୍ରାର୍ଥୀ ପଦରେ ଛିଡା ହୋଇଥିବା ରାଜବୀର ମତଦାନର 1ସପ୍ତାହ ପୂର୍ବରୁ ବ୍ରେନ ହାମ୍ରେଜ ରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ନଭେମ୍ବର 12 ରେ ରାଜବୀରଙ୍କ ସପକ୍ଷରେ ଭୋଟ୍ ଦେଇ ତାଙ୍କୁ ବିଜୟ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଗ୍ରାମବାସୀ ।

ଏନେଇ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନ (panchayat election in haryana) ପ୍ରକ୍ରିୟାକୁ ନେଇ ଡିଡିପିଓ ପ୍ରତାପ ସିଂ କହିଛନ୍ତି ଯେ, ଗାଁରେ ସରପଞ୍ଚ ପଦବୀ ପାଇଁ 3 ଜଣ ପ୍ରାର୍ଥୀ ବିବାଦରେ ଅଛନ୍ତି । ସେଥି ମଧ୍ୟରୁ ରାଜବୀର ସିଂଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଥିଲା ପ୍ରତିଯୋଗିତା । ଏନେଇ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବର୍ତ୍ତମାନ ମୃତ ପ୍ରାର୍ଥୀ ରାଜବୀର ସିଂ ଜିତିଛନ୍ତି । ଏହାର ରିପୋର୍ଟ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.