ନୂଆଦିଲ୍ଲୀ: କୋଭିଡ ଟିକା ସ୍ପୁଟନିକ୍ ଲାଇଟକୁ ମିଳିଲା ଜରୁରୀକାଳୀନ ବ୍ୟବହାରିକ ଅନୁମତି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) ଏହାକୁ ବ୍ୟବହାରିକ ଅନୁମତି ଦେଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭ୍ୟ ।
-
DCGI has granted emergency use permission to Single-dose Sputnik Light COVID-19 vaccine in India.
— Dr Mansukh Mandaviya (@mansukhmandviya) February 6, 2022 " class="align-text-top noRightClick twitterSection" data="
This is the 9th #COVID19 vaccine in the country.
This will further strengthen the nation's collective fight against the pandemic.
">DCGI has granted emergency use permission to Single-dose Sputnik Light COVID-19 vaccine in India.
— Dr Mansukh Mandaviya (@mansukhmandviya) February 6, 2022
This is the 9th #COVID19 vaccine in the country.
This will further strengthen the nation's collective fight against the pandemic.DCGI has granted emergency use permission to Single-dose Sputnik Light COVID-19 vaccine in India.
— Dr Mansukh Mandaviya (@mansukhmandviya) February 6, 2022
This is the 9th #COVID19 vaccine in the country.
This will further strengthen the nation's collective fight against the pandemic.
ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭ୍ୟ ଆହୁରି ମଧ୍ୟ କହିଛନ୍ତି ଦେଶରେ ବ୍ୟବହାରିକ ଅନୁମତି ପାଇବାରେ ସ୍ପୁଟନିକ୍ ଲାଇଟ ହେଉଛି ୯ମ କୋଭିଡ ଟିକା । ଏହାର ବ୍ୟବହାରିକ ଅନୁମତି ଦେଶର କୋଭିଡ ବିରୋଧୀ ଲଢେଇରେ ସହାୟକ ହେବ । ଦେଶରେ ଜାରି ରହିଥିବା ଟିକାକରଣକୁ ମଧ୍ୟ ଏହା ଗତି ଦେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ