ETV Bharat / bharat

ତୀବ୍ର ହେଉଛି ତଉକତେ, ମତ୍ସ୍ୟଜୀବୀକୁ ସମୁଦ୍ର ମନା - ବାତ୍ୟା ତଉକେତ

ଆହୁରି ତୀବ୍ର ହେବ ବାତ୍ୟା ତଉକତେ । ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଆଜି ଗଭୀର ଅବପାତର ରୂପ ନେଇପାରେ । ଅଧିକ ପଢନ୍ତୁ...

ଆଜି ତୀବ୍ର ହେବ ବାତ୍ୟା ତଉକେତ
ଆଜି ତୀବ୍ର ହେବ ବାତ୍ୟା ତଉକେତ
author img

By

Published : May 15, 2021, 10:09 AM IST

ଥିରୁଅନନ୍ତପୁରମ୍: ଆରବ ସାଗର ଓ ଲାକ୍ଷାଦ୍ୱୀପର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ । ଆଜି ବାତ୍ୟା ଡିପ୍ ଡିପ୍ରେସନର ରୂପ ନେଇ ପାରେ ବୋଲି ମଧ୍ୟ ସେନା ପକ୍ଷରୁ କୁହାଯାଇଛି । ତେଣୁ ଭାରତୀୟ ଜଳ ସେନା ପକ୍ଷରୁ କେରଳକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

ସେନାର ହେଲିକପ୍ଟର, ଏୟାରକ୍ରାଫ୍ଟ, ସିପ୍, ବିପର୍ଯ୍ୟୟ ପରିଚାଳନ ଚିମ୍ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆଗାମୀ 24 ଘଣ୍ଟାରେ ବାତ୍ୟା ତୀବ୍ର ହେବାର ଆଶଙ୍କା ରହିଛି । ଏହାପରେ ଧିରେ ଧିରେ ବାତ୍ୟା ତଉକତେ ଉତ୍ତର- ଉତ୍ତରପଶ୍ଚିମ ଆଡକୁ ଅଗ୍ରସର ହେବା ସହ 18 ମେ ସକାଳ ସୁଦ୍ଧା ଗୁଜୁରାଟରେ ପହଞ୍ଚିବ ।

  • Weather Warning 5/21
    Low pressure area over SE Arabian Sea 14 May. Likely to move NNW across Arabian Sea & adjoining Lakshadweep area. May intensify into a Cyclonic Storm over east central Arabian Sea around 16 May & continue to move NNW. #Tauktae @indiannavy (1/2) pic.twitter.com/6IVucG8Z6z

    — IFC-IOR (@IFC_IOR) May 14, 2021 " class="align-text-top noRightClick twitterSection" data=" ">

ଭାରତୀୟ ପାଣିପାଗ ବିଭାଗ ମତ୍ସ୍ୟଜୀବୀଙ୍କୁ ସତର୍କ କରିଛି । ଗୁରୁବାର ମତ୍ସଜୀବୀ ମାନଙ୍କୁ ମେ 17 ଯାଏଁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ପ୍ରକାଶଥାଉକି, 3 ଡିସେମ୍ବର 2020ରେ ବାତ୍ୟା ବୁରେଭୀ କେରଳରେ ଲ୍ୟାଣ୍ଡଫଲ୍ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.