ETV Bharat / bharat

ତୈଳଦର ବୃଦ୍ଧି: ଜୁନ 16 ରୁ 30 ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ କରିବ CPI

ତୈଳଦର ବୃଦ୍ଧିକୁ ନେଇ ଆସନ୍ତା ଜୁନ 16 ତାରିଖ ଟାରୁ 30 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ କେରଳ ରାଜନୈତିକ ଦଳ CPI ନିଷ୍ପତ୍ତି ନେଇଛି ।

author img

By

Published : Jun 13, 2021, 8:43 PM IST

ତୈଳଦର ବୃଦ୍ଧି: ଜୁନ16ରୁ 30 ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ କରିବ CPI

ନୂଆଦିଲ୍ଲୀ: ତୈଳଦର ବୃଦ୍ଧିକୁ ନେଇ ସାରା ଦେଶରେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । କୋରୋନା ମହାମାରୀ ସମୟରେ ମହଙ୍ଗା ମାଡ଼କୁ ସହଜରେ ଗ୍ରହଣ କରିନାହାନ୍ତି ଜନସାଧାରଣ । ସେପଟେ ତୈଳଦରକୁ ବୃଦ୍ଧି କରି CPI(M) ଦେଶବ୍ୟାପୀ ଜୁନ 16ରୁ 30 ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ବୋଲି ସୂଚନା ମିଳିଛି ।

ବାମଦଳ ପକ୍ଷରୁ ରବିବାର ଜାରି କରାଯାଇଥିବା ମିଳିତ ବିବୃତ୍ତିରେ ଜୁନ 16 ତାରିଖ ଠାରୁ ଜୁନ 30 ତାରିଖ ମଧ୍ୟରେ କରାଯିବ । କେନ୍ଦ୍ର ସରକାର ତୈଳଦର କମାଇବା ସହିତ ଜରୁରୀକାଳୀନ ଔଷଧର ଦର ହ୍ରାସ ପାଇଁ ଦଳ ଦାବି କରିଛି । କୋରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତୈଳଦରକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଚଳିତ ବିଧାନସଭା ମେ 2 ତାରିଖରେ ଶେଷ ହେବା ପରେ ମୋଦି ସରକାର ପ୍ରାୟ 21 ଥର ତୈଳଦରକୁ ବୃଦ୍ଧି କରିଛନ୍ତି ବୋଲି ଦଳ ଦାବି କରିଛି ।

ସେପଟେ ଖାଦ୍ୟ ଜାତୀୟ ପଦାର୍ଥର ମୂଲ୍ୟ ମଧ୍ୟ ଗତ ମାସ ଏପ୍ରିଲରେ 5 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ 10.16 ପ୍ରତିଶତ ବୃଦ୍ଧି ପାଇଛି । ଲୋକମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ନଥିବା ବେଳେ ସରକାର ତୈଳଦରକୁ ବୃଦ୍ଧି କରୁଛନ୍ତି । ଏହି ସମୟରେ ଜରୁରୀକାଳୀନ ଔଷଧ ଆଦିର ମଧ୍ୟ କଳା ବ୍ୟବସାୟ ଆରମ୍ଭ ହୋଇଛି । ମୋଦି ସରକାର କଳା ବ୍ୟବସାୟକୁ ରୋକିବା ଦିଗରେ ଦୃଷ୍ଟି ଦେବା ପାଇଁ ଦଳ ଦାବି କରିଛି । ତେବେ ସୂଚନା ଥାଉ କି ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ ଦଳ 100 ଟଙ୍କା ଥିବା ଜଣାପଡିଛି । ଏହାପରେ ରାଜନୈତିକ ଦଳ ଅହେତୁକ ତୈଳଦର ବୃଦ୍ଧିକୁ ବିରୋଧ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.