ETV Bharat / bharat

କୋରୋନା ୱାର୍ଡରେ ମୃତଦେହ ସହ ରହୁଛନ୍ତି ଆକ୍ରାନ୍ତ - କୋରୋନା ଭାଇରସ ଖବର

କୋଭିଡ ମୃତଦେହ ସହ ରହୁଛନ୍ତି କୋରୋନା ଆକ୍ରାନ୍ତ । ଏ ଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ଏକ କୋଭିଡ ହସପିଟାଲରେ । ଅଧିକ ପଢନ୍ତୁ...

Covid patients are treating with dead bodies
କୋରୋନା ୱାର୍ଡରେ ମୃତଦେହ ସହ ରହୁଛନ୍ତି କୋରୋନା ଆକ୍ରାନ୍ତ
author img

By

Published : May 8, 2021, 4:29 PM IST

ବେଙ୍ଗାଲୁରୁ: କୋଭିଡ ମୃତଦେହ ସହ ରହୁଛନ୍ତି କୋରୋନା ଆକ୍ରାନ୍ତ । ଏ ଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ଏକ କୋଭିଡ ହସପିଟାଲରେ । ଯାହା କୋରୋନାର ଭୟଙ୍କର ସ୍ଥିତିକୁ ଦର୍ଶାଉଛି ।

କୋରୋନା ୱାର୍ଡରେ ମୃତଦେହ ସହ ରହୁଛନ୍ତି କୋରୋନା ଆକ୍ରାନ୍ତ

ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କୋରୋନା ଭାଇରସ । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କୋରୋନା ରୋଗୀଙ୍କୁ ରଖିବାକୁ ଉପଯୁ୍କ୍ତ ସ୍ଥାନ ମିଳୁନାହିଁ । ଏ ଭଳି ପରିସ୍ଥିତି ଦେଖିବାକୁ ମିଳିଛି କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ମାଲାଭାଲିରେ କୋଭିଡ ହସପିଟାଲର କୋରୋନା ୱାର୍ଡରେ କୋରୋନା ଆକ୍ରାନ୍ତଙ୍କ ମୃତ ଦେହ ସହ ରହୁଛନ୍ତି କୋରୋନା ଆକ୍ରାନ୍ତ । କୋରୋନା ୱାର୍ଡରେ ଦୁଇଟି କୋରୋନା ଆକ୍ରାନ୍ତଙ୍କ ମୃତ ଦେହ ବେଡରେ ପଡିଥିବାବେଳେ ସେହି ୱାର୍ଡରେ ହିଁ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ସେପଟେ ଭୟରେ ସଂକ୍ରମିତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। କୋଭିଡ ସଂକ୍ରମିତ ବ୍ୟକ୍ତିମାନେ ମୃତଦେହକୁ ଯଥାଶୀଘ୍ର ସ୍ଥାନାନ୍ତର କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.