ETV Bharat / bharat

ଭାରତକୁ ଆସିବ ଆଣ୍ଟିବଡି କକଟେଲର ପ୍ରଥମ ଡୋଜ

କୋରୋନା ବିରୋଧରେ ଲଢେଇ ପାଇଁ ଭାରତକୁ ଆସିବ ଆଣ୍ଟିବଡି କକଟେଲର ପ୍ରଥମ ଡୋଜ । ଏ ନେଇ ସୋମବାର ଘୋଷଣା କରିଛି ଡ୍ରଗ ରୋଚେ ଇଣ୍ଡିଆ । ଅଧିକ ପଢନ୍ତୁ...

ଆଣ୍ଟିବଡି କକଟେଲ
ଆଣ୍ଟିବଡି କକଟେଲ
author img

By

Published : May 25, 2021, 2:02 PM IST

ନୂଆଦିଲ୍ଲୀ: କୋରୋନା ବିରୋଧରେ ଲଢେଇ ପାଇଁ ଭାରତକୁ ଆସିବ ଆଣ୍ଟିବଡି କକଟେଲର ପ୍ରଥମ ଡୋଜ । ଏ ନେଇ ସୋମବାର ଘୋଷଣା କରିଛି ଡ୍ରଗ ରୋଚେ ଇଣ୍ଡିଆ । ଆଣ୍ଟିବଡି କକଟେଲର କାସିରିଭିମାବ ଇମଦେଭିମାବର ଡୋଜ ପିଛା 59 ହଜାର 750ଟଙ୍କା ରହିଛି ।

ରୋଚେଙ୍କ ଆଣ୍ଟିବଡି କକଟେଲ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଥମେ ଦିଆଯାଇଥିଲେ । ଯେତେବେଳେ ଗତ ବର୍ଷ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏକ ବିବୃତ୍ତିରେ କମ୍ପାନୀ ପ୍ରକାଶ କରିଛି ଯେ, ପ୍ରତି 1200ମିଲି ଡୋଜରେ 600 ମିଲି କାସିରିଭିମାବ ଏବଂ 600 ମିଲି ଇମଡେଭିମାବ ରହିଛି । ପ୍ରତ୍ୟେକ ଡୋଜର ମୂଲ୍ୟ 59,750 ଟଙ୍କା ରହିଛି । ପ୍ରତି ପ୍ୟାକେଟ ଦୁଇଜଣଙ୍କୁ ଚିକିତ୍ସିତ କରିବ ।

ଭାରତରେ ଏହି ଔଷଧ କିପଲା ଦ୍ବାରା ବିକ୍ରି ହେବ । ଔଷଧର ଦ୍ବିତୀୟ ପର୍ଯ୍ୟାୟ ଡୋଜ ଜୁନର ମଧ୍ୟ ଭାଗରେ ଉପଲବ୍ଧ ହେବ ବୋଲି କିପଲା ଓ ରୋଚେଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରୁ ସୂଚନା ମିଳିଛି । କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ ସିଡିଏସସିଓ ନିକଟରେ ଭାରତରେ ଆଣ୍ଟିବଡି କକଟେଲ ପାଇଁ ଏକ ଜରୁରୀକାଳୀନ ପ୍ରାଧିକରଣ ପ୍ରଦାନ କରିଥିଲେ । ଏହାପୂର୍ବରୁ ଆମେରିକା ଏବଂ ଅନେକ ଦେଶରେ ଦ୍ବାରା ସିକୃତ୍ତି ପାଇଥିଲା । କୋରୋନା ମହାମାରୀର ଦ୍ବିତୀୟ ଲହରରେ ଜୀବନ ରକ୍ଷା କରିବାକୁ ରୋଚେ ପ୍ରତିବଦ୍ଧ ହୋଇଛି । ଆମର ଏହି ଆଣ୍ଟିବଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ପାଇଁ ଉପଯୋଗୀ ହେବ ବୋଲି ଆଶା ରଖିଛି ରୋଚେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.