ETV Bharat / bharat

ବ୍ରିଟେନରୁ ଆସିଲା ଅକ୍ସିଜେନ ଜେନେରେଟର ଓ 1000 ଭେଣ୍ଟିଲେଟର

author img

By

Published : May 9, 2021, 10:50 AM IST

ମହାମାରୀ ସମୟରେ ସହାୟତାର ହାତ ବଢାଇଲା ବ୍ରିଟେନ । କୋରୋନା ସମୟରେ ଭାରତକୁ ପଠାଇଲା ଅକ୍ସିଜେନ ଜେନେରେଟର ସହ ଏକ ହଜାର ଭେଣ୍ଟିଲେଟର ।

COVID-19: oxygen generators, 1,000 ventilators arrived from UK
ବିଟ୍ରେନରୁ ଆସିଲା ଅକ୍ସିଜେନ ଜେନେରେଟର ସହ ଏକ ହଜାର ଭେଣ୍ଟିଲେଟର

ନୂଆଦିଲ୍ଲୀ : ମହାମାରୀ ସମୟରେ ସହାୟତାର ହାତ ବଢାଇଲା ବ୍ରିଟେନ । କୋରୋନାର ସମୟରେ ଭାରତକୁ ପଠାଇଲା ଅକ୍ସିଜେନ ଜେନେରେଟର ସହ ଏକ ହଜାର ଭେଣ୍ଟିଲେଟର । ପ୍ରତି ମିନିଟରେ ଏକ ଜେନେରେଟର 500 ଲିଟର ଅକ୍ସିଜେନ ଉତ୍ପାଦନ କରିପାରିବ । ଯାହା କୋରୋନା ରୋଗୀଙ୍କ ପାଇଁ ସଞ୍ଜିବନୀ ପରି କାର୍ଯ୍ୟ କରିବ । ଯାହାକି ଏକା ସମୟରେ 50 କୋରୋନା ରୋଗୀଙ୍କ ଚିକିତ୍ସାରେ ଲାଗି ପାରିବ । ଆଉ ସେମାନଙ୍କ ଜୀବନ ମଧ୍ୟ ବଞ୍ଚାଇ ପାରିବ । ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟ ସଚିବ ଟୁଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାସହ ବ୍ରିଟେନର ଏପରି କାର୍ଯ୍ୟ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ପୂର୍ବରୁ ମଧ୍ୟ ମହାମାରୀର ମୁକାବିଲା ପାଇଁ 450 ଅକ୍ସିଜେନ ସିଲିଣ୍ତର ଭାରତକୁ ପଠାଇଥିଲା ବିଟ୍ରେନ । କେବଳ ବ୍ରିଟେନ ନୁହେଁ, ଅନ୍ୟରାଷ୍ଟ୍ର ଗୁଡିକ ମଧ୍ୟ ଭାରତରେ ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ସହଭାଗିତାର ହାତ ବଢାଇଛନ୍ତି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.