ETV Bharat / bharat

ଦେଶରେ ଦିନକରେ 3,26,098 ଆକ୍ରାନ୍ତ, 3890 ମୃତ

author img

By

Published : May 15, 2021, 10:10 AM IST

କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ ସଂଖ୍ୟା । 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 26 ହଜାର 98 କୋରୋନା ଆକ୍ରାନ୍ତ ଚିହ୍ନଟ । 3 ହଜାର 890 ମୃତ । ଅଧିକ ପଢନ୍ତୁ...

କମୁଛି ସଂକ୍ରମଣ: ଦିନକରେ 3,26,098 ଆକ୍ରାନ୍ତ ଚିହ୍ନଟ 3890 ମୃତ

ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି କୋରୋନାର ଦ୍ବିତୀୟ ଲହର । ଦେଶରେ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଏବେ କିଛି ଦିନ ହେବ ଏଥିରେ ସାମାନ୍ୟ ହ୍ରାସ ହୋଇଛି । 24 ଘଣ୍ଟା ମଧ୍ୟରେ ଦେଶରେ 3 ଲକ୍ଷ 26 ହଜାର 98 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 2 କୋଟି 43 ଲକ୍ଷ 72 ହଜାର 907ରେ ପହଞ୍ଚିଛି ।

ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନି । ଦୈନିକ ମୃତ୍ୟ ସଂଖ୍ୟା 4000 ପାର କରୁଥିବା ବେଳେ ଆଜି 3 ହଜାର 890 ଜଣଙ୍କର ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2 ଲରକ୍ଷ 66 ହଜାର 207ରେ ପହଞ୍ଚିଛି । ସେହିପରି 3 ଲକ୍ଷ 53 ହଜାର 299 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 36 ଲକ୍ଷ 73 ହଜାର 802 ଟି ଏବେ ଆକ୍ଟିଭ କେସ୍ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.