ETV Bharat / bharat

2 ରୁ 18 ବର୍ଷ ପିଲାଙ୍କ ଉପରେ ହେବ ଟିକାର କ୍ଲିନିକାଲ ଟ୍ରାଏଲ - Bharat Biotech

କୋଭାକ୍ସିନ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ କରିବ ଭାରତ ବାୟୋଟେକ । ଦୁଇରୁ 18 ବର୍ଷ ପିଲାଙ୍କ ଉପରେ ଏହି ଟ୍ରାଏଲ ହେବ । ଅଧିକ ପଢନ୍ତୁ...

Covaxin
Covaxin
author img

By

Published : May 12, 2021, 1:20 PM IST

ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହରର ବିନାଶ ଲୀଳା ସାରା ଦେଶରେ ଜାରି ରହିଛି । ସେପଟେ ତୃତୀୟ ଲହର ବିଶେଷକରି ଶିଶୁମାନଙ୍କ ପ୍ରତି ଅଧିକ ଘାତକ ହେବ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ହେବା ନେଇ ସୂଚନା ମିଳିଛି । ସବୁଠୁ ବଡ କଥା ହେଲା 2 ରୁ 18 ବର୍ଷ ବୟସ୍କ ଉପରେ ଏହି ଟିକାର ଟ୍ରାଏଲ କରାଯିବ ।

525ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଟିକାର ଟ୍ରାଏଲ କରାଯିବ । ଯେଉଁଥିରେ ଦିଲ୍ଲୀ ଓ ପାଟନା ଏମ୍ସ ସମେତ ନାଗପୁର ମେଡିଟ୍ରିନା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.