ETV Bharat / bharat

Nawab Malik In ED Custody: 8 ଦିନିଆ ED ହେପାଜତରେ ନଓ୍ବାବ - ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବଙ୍କୁ ରିମାଣ୍ଡରେ ନେଲା ଇଡି

ଗିରଫ ହୋଇଥିବା ମହାରାଷ୍ଚ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କୁ ମାର୍ଚ୍ଚ ୩ ତାରିଖ ଯାଏଁ ହେପାଜତକୁ ନଲା ED । ଜେରା ପରେ ଅପରାହ୍ନରେ ହୋଇଥିଲେ ଗିରଫ । ଅଧିକ ପଡନ୍ତୁ

୩ ମାର୍ଚ୍ଚ ଯାଏ ED ରିମାଣ୍ଡକୁ ଗଲେ ନଓ୍ବାବ
୩ ମାର୍ଚ୍ଚ ଯାଏ ED ରିମାଣ୍ଡକୁ ଗଲେ ନଓ୍ବାବ
author img

By

Published : Feb 23, 2022, 9:20 PM IST

ମୁମ୍ବାଇ: ଆର୍ଥିକ ଫେରଫେର ଅଭିଯୋଗରେ ଆଜି ପୂର୍ବାହ୍ନରେ ଘଣ୍ଟାଧିକ କାଳ ଜେରା ପରେ ଅପରାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ମହାରାଷ୍ଚ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କୁ ମାର୍ଚ୍ଚ ୩ତାରିଖ ଯାଏଁ ହେପାଜତକୁ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ।

  • Mumbai | Special PMLA court sends Maharashtra minister and NCP leader Nawab Malik to Enforcement Directorate custody till 3rd March, in connection with Dawood Ibrahim money laundering case pic.twitter.com/jsKwV5ErdI

    — ANI (@ANI) February 23, 2022 " class="align-text-top noRightClick twitterSection" data=" ">

ମଲ୍ଲିକଙ୍କୁ ଅଣ୍ତରଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମ ସହ ସମ୍ପର୍କ ତଥା ମନି ଲଣ୍ଡରିଂ ମାମଲାରେ ଘଣ୍ଟାଧିକ କାଳ ଜେରା କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଅଧିକାରୀ । ତେବେ କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଡାକ୍ତରୀ ପରୀକ୍ଷା ସହ ତାଙ୍କୁ PMLA କୋର୍ଟରେ ହାଜର କରିଥିଲା ଇଡି । ତାଙ୍କ ଜାମିନ ଆବେଦନ ଖାରଜ ହେବା ସହ ତାଙ୍କୁ ଅଧିକ ପଚରାଉଚରା ପାଇଁ ED ରିମାଣ୍ଡକୁ ପଠାଇଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.