ETV Bharat / bharat

First Night High School: ୮୦ ବର୍ଷରେ ଅଧିକାଂଶ ଶିକ୍ଷିତ

୮୦ ବର୍ଷରେ ଦେଶର ପ୍ରଥମ ନାଇଟ ହାଇସ୍କୁଲ ନବଭାରତ, ଯେଉଁଠାରେ ଶିକ୍ଷା ଆହରଣ କରନ୍ତି ବୟସ୍କ । ୮୦ ବର୍ଷରେ ପାଠପଢି ହୋଇଛନ୍ତି ଶିକ୍ଷିତ । ଅଧିକ ପଢନ୍ତୁ

First Night High School: ୮୦ ବର୍ଷରେ ଅଧିକାଂଶ ଶିକ୍ଷିତ
First Night High School: ୮୦ ବର୍ଷରେ ଅଧିକାଂଶ ଶିକ୍ଷିତ
author img

By

Published : Jun 15, 2022, 4:47 PM IST

ବାଙ୍ଗାଲୋର: ୮୦ ବର୍ଷରେ ଦେଶର ପ୍ରଥମ ନାଇଟ ହାଇସ୍କୁଲ ନବଭାରତ, ଯାହା ହଜାର ହଜାର ପିଲାଙ୍କ ଶିକ୍ଷା ପାଇଁ ସୃଷ୍ଟି କରିଛି ପ୍ଲାଟଫର୍ମ । ମାର୍ଚ୍ଚ 15, 1943 ରେ ଏହି ନାଇଟ ହାଇସ୍କୁଲର ଆରମ୍ଭ । ସ୍ୱାଧୀନତା ପୂର୍ବରୁ ହାଜି ଖଲିଦ ମହମ୍ମଦ ଏହି ବିଦ୍ୟାଳୟ ଆରମ୍ଭ କରିଥିଲେ ।

ପୂର୍ବ ସମୟରେ, ଯେଉଁମାନେ ବିଦ୍ୟାଳୟକୁ ଯାଇପାରୁନଥିଲେ ସେମାନଙ୍କୁ ନାଇଟ ବିଦ୍ୟାଳୟରେ ଶିକ୍ଷା ଦିଆଯାଉଥିଲା । ନବଭାରତ ଉଚ୍ଚ ବିଦ୍ୟାଳୟ, 1943ରେ ପାଞ୍ଚଜଣ ବୟସ୍କ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସ୍କୁଲ୍ ବର୍ତ୍ତମାନ 80ତମ ବର୍ଷରେ ପାଦ ଥାପିଛି ଏବଂ ଏଠାରେ ହଜାର ହଜାର ଛାତ୍ରଛାତ୍ରୀ ଶିକ୍ଷାଦାନ କରୁଛନ୍ତି । ଏହା ହେଉଛି ପ୍ରଥମ ନାଇଟ ହାଇସ୍କୁଲ ଯାହା ଦେଶରେ ଆରମ୍ଭ ହୋଇଥିଲା ।

ନାଇଟ ହାଇସ୍କୁଲର ହଜାର ହଜାର ଛାତ୍ରଛାତ୍ରୀ ପୂର୍ବରୁ ଶିକ୍ଷିତ ହୋଇସାରିଛନ୍ତି, ଯେଉଁମାନେ ଦିନସାରା କାମ କରିବା ପରେ ରାତ୍ରୀରେ ଶିକ୍ଷା ଆହରଣ କରିଥାନ୍ତି । ଏପରିକି ଅଧିକାଂଶ ବ୍ୟକ୍ତି ୮୦ ବର୍ଷରେ ମଧ୍ୟ ପାଢପଢି ଶିକ୍ଷିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.