ETV Bharat / bharat

ଗୁଜୁରାଟ ଗସ୍ତରେ କୋରୋନା ଟୀକା ନେଇ ଘୋଷଣା କରିପାରନ୍ତି ମୋଦି

author img

By

Published : Nov 26, 2020, 9:44 PM IST

ଆସନ୍ତା 28 ରେ ଗୁଜୁରାଟ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ଭ୍ୟାକସିନ ବିତରଣ ନେଇ କିଛି ବଡ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କୋରୋନା ଟୀକା ନେଇ ଘୋଷଣା କରିପାରନ୍ତି ମୋଦି
କୋରୋନା ଟୀକା ନେଇ ଘୋଷଣା କରିପାରନ୍ତି ମୋଦି

ଅହମ୍ମଦାବାଦ: ଆସନ୍ତା 28 ରେ ଗୁଜୁରାଟ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ସେ ଜିଡସ୍ ପ୍ଲାଣ୍ଟ ପରିଦର୍ଶନ ପରେ ଗୁଜୁରାଟରୁ କୋରୋନା ଭ୍ୟାକସିନ ବିତରଣ ନେଇ କିଛି ବଡ ଘୋଷଣା କରିପାରନ୍ତି ।

କୋରୋନା ଟୀକା
କୋରୋନା ଟୀକା

ଦେଶରେ କୋରୋନା ସଂକ୍ରମଣ ବଢିବଢି ଚାଲିଥିବାବେଳେ ଦିର୍ଘ 9 ମାସ ହେଲା ଭାରତବାସୀ କୋରୋନା ସହ ସଂଗ୍ରାମ ଜାରି ରଖିଛନ୍ତି । ଆଉ ଏଭଳି ସ୍ଥିତିରେ କୋରୋନା ଭ୍ୟାକସିନ ନେଇ ସମସ୍ତେ ଅପେକ୍ଷାରତ । ଯାହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏସମ୍ପର୍କରେ କିଛି ଘୋଷଣା କରିପାରିବା ନେଇ ଆଶା କରାଯାଉଛି ।

କୋରୋନା ଟୀକା ନେଇ ଘୋଷଣା କରିପାରନ୍ତି ମୋଦି
କୋରୋନା ଟୀକା ନେଇ ଘୋଷଣା କରିପାରନ୍ତି ମୋଦି

ଏହି ଗସ୍ତ ସମୟରେ ମୋଦି ଜିଡସ୍ ପ୍ଲାଣ୍ଟ ପରିଦର୍ଶନର ସମ୍ଭାବନା ରହିଛି । ତେବେ ଭ୍ୟାକସିନ ତିଆରିରେ ଜିଡସ୍ ପ୍ଲାଣ୍ଟ ଅନ୍ତିମ ପର୍ଯ୍ୟାୟରେ ନିଜ ଭ୍ୟାକସିନ ଜିକୋଭ-ଡି(Zykov-D) ଟୀକାକୁ ପ୍ରସ୍ତୁତ କରିଛି । ଯାହା ସମ୍ପର୍କରେ ମୋଦି କିଛି ବଡ ଘୋଷଣା କରିପାରିବା ନେଇ ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.