ETV Bharat / bharat

‘ଶେଷ ହୋଇ ନାହିଁ କୋରୋନାର ଦ୍ବିତୀୟ ଲହର, ଆରାମ କରିବା ଉଚିତ ନୁହେଁ’ - କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ

ଶେଷ ହୋଇ ନାହିଁ କୋରୋନାର ଦ୍ବିତୀୟ ଲହର, ଆରାମ କରିବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଅଧିକ ପଢନ୍ତୁ...

ଶେଷ ହୋଇ ନାହିଁ କୋରୋନାର ଦ୍ବିତୀୟ ଲହର, ଆରାମ କରିବା ଉଚିତ ନୁହଁ: ହର୍ଷ ବର୍ଦ୍ଧନ

author img

By

Published : Jun 29, 2021, 3:46 PM IST

ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ବିତୀୟ ଲହର ଶେଷ ହୋଇନାହିଁ । ଦେଢବର୍ଷର ଅଭିଜ୍ଞତା ଅନୁଯାୟୀ କୌଣସି ବି ପରିସ୍ଥିତିରେ କୋରୋନାକୁ ନେଇ ଆମେ ଆରାମ କରିବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ।

ଦିଲ୍ଲୀରେ vector-borne diseasesକୁ ନିୟନ୍ତ୍ରିତ କରିବା ନେଇ ଭିଡିଓ କନଫରେସିଂ ଜରିଆରେ ଏକ ସମୀକ୍ଷା ବୈଠକ ହୋଇଥିଲା । ଯେଉଁଥିରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜ, ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଏବଂ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ । ଏହି ଭର୍ଚୁଆଲ ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କୋରେନାକୁ ନେଇ ଆରାମ ନ କରିବାକୁ କହିଥିଲେ ।

କୋରୋନାର ଦ୍ବିତୀୟ ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଦିଲ୍ଲୀରେ ମାମଲା ନିଶ୍ଚିତ ଭାବେ ହ୍ରାସ ପାଇଛି, କିନ୍ତୁ ଆମର ଦେଢ ବର୍ଷର ଅଭିଜ୍ଞତା ଆମକୁ କହିଛି ଯେକୌଣସି ପରିସ୍ଥିତିରେ ଆମେ ଆରାମ କରିବା ଉଚିତ୍ ନୁହେଁ। ଲୋକଙ୍କୁ ଏବଂ ସମାଜକୁ ମଧ୍ୟ ଆରାମ କରିବାକୁ ଦିଆଯିବା ଉଚିତ୍ ନୁହେଁ ଏବଂ ଆମକୁ ସତର୍କ ରହିବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି।

ଟିକା ଉପରେ ବିଶ୍ବାସ କରି ସେ ଆହୁରି ମଧ୍ୟ କହିଛନ୍ତି ଗତ 6 ମାସ ହେଲା କୋରୋନା ଟିକା ଉପଲବ୍ଧ ହୋଇଛି । ତେଣୁ କୋରୋନାର ଉପଯୁକ୍ତ ଆଚରଣ ମାଧ୍ୟମରେ ଏବଂ ଅଧିକରୁ ଅଧିକ ଲୋକଙ୍କୁ ଟୀକାକରଣ କରି ଆମେ ବୋଧହୁଏ କୋରୋନା ବିରୋଧ ଲଢେଇରେ ଭବିଷ୍ୟତରେ ସଫଳତା ପାଇପାରିବା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.