ETV Bharat / bharat

ରାଷ୍ଟ୍ରପତିଙ୍କୁ ଅଧିର ରଞ୍ଜନଙ୍କ ଚିଠି

author img

By

Published : May 10, 2021, 5:02 PM IST

କୋରୋନାର ବିକଟାଳ ରୂପ ଓ କ୍ରମାଗତ ମୃତ୍ୟୁ ସଂଖ୍ୟା ବୃଦ୍ଧି ମଧ୍ୟରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ...

ରାଷ୍ଟ୍ରପତିଙ୍କୁ ଅଧିର ରଞ୍ଜନଙ୍କ ଚିଠି
ରାଷ୍ଟ୍ରପତିଙ୍କୁ ଅଧିର ରଞ୍ଜନଙ୍କ ଚିଠି

ନୂଆଦିଲ୍ଲୀ: ଦେଶରେ ବେକାବୁ କୋରୋନା । ଅନେକ ରାଜ୍ୟରେ କୋରୋନା ଯୋଗୁଁ ସ୍ଥିତି ସଙ୍କଟାପନ୍ନ ରହିଛି । ହସ୍ପିଟାଲରେ ନା ଶଯ୍ୟା ମିଳୁଛି ନା ଅକ୍ସିଜେନ । ଏଭଳିସ୍ଥିତିରେ କୋରୋନାର ବିକଟାଳ ରୂପ ଓ କ୍ରମାଗତ ମୃତ୍ୟୁ ସଂଖ୍ୟା ବୃଦ୍ଧି ମଧ୍ୟରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ।

ରାଷ୍ଟ୍ରପତିଙ୍କୁ ଅଧିର ରଞ୍ଜନଙ୍କ ଚିଠି
ରାଷ୍ଟ୍ରପତିଙ୍କୁ ଅଧିର ରଞ୍ଜନଙ୍କ ଚିଠି

କଂଗ୍ରେସ ନେତା ଆଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ଚିଠି ଲେଖି ତୁରନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି ।

କରୋନା ସଙ୍କଟ ପ୍ରସଙ୍ଗରେ ତୁରନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖି କହିଛନ୍ତି ଅଧିର ରଞ୍ଜନ । ସେ ଆହୁରି ମଧ୍ୟ ଚିଠିରେ କହିଛନ୍ତି ଯେ କରୋନା ମହାମାରୀରୁ ଉତ୍ପନ୍ନ ଜଟିଳ ପରିସ୍ଥିତିରେ ଏକ ସ୍ୱତନ୍ତ୍ର ସଂସଦ ଅଧିବେଶନ ଡକାଯିବା ଉଚିତ ଯାହା ଦ୍ବାରା ଦେଶର ବିଭିନ୍ନ ସ୍ଥାନରୁ ସାଂସଦମାନେ ନିଜ ଅଞ୍ଚଳ ତଥା ରାଜ୍ୟର ସ୍ଥିତି ବିଷୟରେ କହିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.