ETV Bharat / bharat

ନିର୍ବାଚନ ଫଳାଫଳ ପୂର୍ବରୁ ହୃଦଘାତରେ ଆଖି ବୁଜିଲେ ନୀଳମ୍ବୁର ପ୍ରାର୍ଥୀ ଭି.ଭି ପ୍ରକାଶ - ନୀଲମ୍ବୁ ପ୍ରାର୍ଥୀ ଭି.ଭି ପ୍ରକାଶ

କେରଳ କଂଗ୍ରେସ ମାଲାପୁରମ୍ ଜିଲ୍ଲାର ସଭାପତି ତଥା ନୀଳମ୍ବୁର ୟୁଡିଏଫ୍ ପ୍ରାର୍ଥୀ ଭି.ଭି ପ୍ରକାଶଙ୍କ ଦେହାନ୍ତ । ଏଏଲଡିଏଫ୍ ପ୍ରାର୍ଥୀ ପିଭି ଅନଓ୍ବାରଙ୍କ ବିରୋଧରେ ନୀଲାମୁରରେ ବିଧାନସଭା ନିର୍ବାଚନରେ ୟୁଡିଏଫ୍ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଥିଲେ । ଅଧିକ ପଢନ୍ତୁ..

ନୀଲମ୍ବୁର UDF ପ୍ରାର୍ଥୀ ଭି.ଭି ପ୍ରକାଶଙ୍କ ପରଲୋକ

author img

By

Published : Apr 29, 2021, 8:35 AM IST

ଥିରୁଅନନ୍ତପୁରମ: ପରଲୋକରେ କେରଳ କଂଗ୍ରେସ ମାଲାପୁରମ୍ ଜିଲ୍ଲାର ସଭାପତି ତଥା ନୀଳମ୍ବୁର ୟୁଡିଏଫ୍ ପ୍ରାର୍ଥୀ ଭି.ଭି ପ୍ରକାଶ । 56 ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ସେ ଏଲଡିଏଫ୍ ପ୍ରାର୍ଥୀ ପିଭି ଅନଓ୍ବାରଙ୍କ ବିରୋଧରେ ନୀଳମ୍ବୁର ଆସନରେ ୟୁଡିଏଫ୍ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଥିଲେ । ହୃଦଘାତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନିର୍ବାଚନ ଫଳାଫଳ ଆସିନଥିବା ବେଳେ ଭିଭି ପ୍ରକାଶଙ୍କ ଦେହାନ୍ତ ହୋଇଛି । ତାଙ୍କର ବିୟୋଗରେ କଂଗ୍ରେସର ବିଭିନ୍ନ ନେତା, ରାଜନେତା ଓ ସାମାଜିକ କର୍ମୀ ଦୁଃଖ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.