ETV Bharat / bharat

ନିର୍ବାଚନବେଳେ ମାଗଣା ଟିକା ଘୋଷଣା କଲେ ମମତା - ମାଗଣା ଟିକା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଆଉ ସେପଟେ ମାଗଣା ଭ୍ୟାକ୍ସିନର ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ନିର୍ବାଚନ ବେଳେ ମାଗଣା ଟିକା ଘୋଷଣା କଲେ ମମତା
ନିର୍ବାଚନ ବେଳେ ମାଗଣା ଟିକା ଘୋଷଣା କଲେ ମମତା
author img

By

Published : Apr 22, 2021, 8:38 PM IST

କୋଲକାତା: ମହାମାରୀ ସଙ୍କଟ ଦେଇ ଗତି କରୁଛି ଦେଶ । ଚାରିଆଡେ ସ୍ଥିତି ଅଣାୟତଃ । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଆଉ ସେପଟେ ମାଗଣା ଭ୍ୟାକ୍ସିନର ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ମେ ପହିଲାରୁ ଦେଶରେ 18ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ହେବାକୁ ଯାଉଥିବାବେଳେ ପଶ୍ଚିମବଙ୍ଗରେ ମିଳିବ ମାଗଣା ଭ୍ୟାକ୍ସିନ । ସମସ୍ତଙ୍କୁ ମାଗଣା ଭ୍ୟାକ୍ସିନ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସେପଟେ ବୁଧବାର ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଆସାମ ସରକାର ମଧ୍ୟ ମେ ପହିଲାରୁ ହେବାକୁ ଥିବା ଟୀକାକରଣରେ ରାଜ୍ୟବାସୀଙ୍କୁ ମାଗଣା ଟିକା ବଣ୍ଟନ କରିବେ ବୋଲି ଘୋଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.