ETV Bharat / bharat

ମେଟ୍ରୋ ଷ୍ଟେସନରେ ଅଚେତ ହୋଇଗଲେ ଯାତ୍ରୀ, CPR ଦେଇ ଜୀବନ ବଞ୍ଚାଇଲେ CISF ଯବାନ - ଦିଲ୍ଲୀ ମେଟ୍ରୋ ଷ୍ଟେସନ ଦୁର୍ଘଟଣା

କେନ୍ଦ୍ର ଉଦ୍ୟୋଗ ସୁରକ୍ଷାବଳ(CISF)ର ଜଣେ କନେଷ୍ଟବଳ ନିଜ ଉପସ୍ଥିତ ବୁଦ୍ଧି ଯୋଗୁଁ ମେଟ୍ରୋ ଷ୍ଟ୍ରେସନରେ ଅଚେତ ହୋଇପଡିଥିବା ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି । ଅଧିକ ପଢନ୍ତୁ...

ମେଟ୍ରୋ ଷ୍ଟେସନରେ ଅଚେତ ହୋଇଗଲେ ଯାତ୍ରୀ, CPR ଦେଇ ଜୀବନ ବଞ୍ଚାଇଲେ CISF ଯବାନ

author img

By

Published : Feb 19, 2021, 9:10 PM IST

Updated : Feb 19, 2021, 10:54 PM IST

ନୂଆଦିଲ୍ଲୀ: କେନ୍ଦ୍ର ଉଦ୍ୟୋଗ ସୁରକ୍ଷାବଳ(CISF)ର ଜଣେ କନେଷ୍ଟବଳ ନିଜ ଉପସ୍ଥିତ ବୁଦ୍ଧି ଯୋଗୁଁ ମେଟ୍ରୋ ଷ୍ଟ୍ରେସନରେ ଅଚେତ ହୋଇପଡିଥିବା ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି । ଘଟଣାର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ମେଟ୍ରୋ ଷ୍ଟେସନରେ 45 ବର୍ଷୀୟ ଜଣେ ବ୍ୟକ୍ତି ଅଚାନକ ଥରିବାକୁ ଲାଗିବା ବେଳେ ଅଚେତ ହୋଇ ତଳେ ପଡିଯାଇଥିଲେ । ଏହା ପରେ ତୁରନ୍ତ ଅନୀଲ ଗୁଞ୍ଜା ନାଁରେ ଜଣେ କନେଷ୍ଟବଳ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି ।

ମେଟ୍ରୋ ଷ୍ଟେସନରେ ଅଚେତ ହୋଇଗଲେ ଯାତ୍ରୀ, CPR ଦେଇ ଜୀବନ ବଞ୍ଚାଇଲେ CISF ଯବାନ

ସିଆଇଏସଏଫ ସୂଚନା ଅନୁଯାୟୀ, କନେଷ୍ଟବଳ ବିକାଶ ଯେତେବେଳେ ଦେଖିଲେ ଯେ ଯାତ୍ରୀ ଜଣକ ଅଚେତ ହୋଇ ତଳେ ପଡିଗଲେ ଆଉ ତାଙ୍କର ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ, ସେତେବେଳେ ସେ ତାଙ୍କୁ ତୁରନ୍ତ ସିପିଆର ଦେଇଥିଲେ । ତେବେ ସିପିଆର ଦେବା ପରେ ଯାତ୍ରୀଙ୍କର ଚେତା ଫେରିଥିଲା ।

Last Updated : Feb 19, 2021, 10:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.