ETV Bharat / bharat

ଡ୍ରୋନ ମାଧ୍ୟମରେ କରାଯିବ ଟିକା ବିତରଣ

author img

By

Published : May 8, 2021, 8:04 AM IST

ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ଭିଜୁଆଲ ଲାଇନ ବାହାରେ ପରୀକ୍ଷା ମୂଳକ ଭାବେ ଟିକା ବିତରଣ କରିବା ପାଇଁ ଡ୍ରୋନ ବ୍ୟବହାର କରିବାକୁ ଅନୁମତି ଦେଇଛି । ଅଧିକ ପଢନ୍ତୁ...

ଡ୍ରୋନ ମାଧ୍ୟମରେ କରାଯିବ ଟିକା ବିତରଣ
ଡ୍ରୋନ ମାଧ୍ୟମରେ କରାଯିବ ଟିକା ବିତରଣ

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଡ୍ରୋନ ମାଧ୍ୟମରେ ଭିଜୁଆଲ ଲାଇନ ବାହାରେ ପରୀକ୍ଷା ମୂଳକ ଭାବେ ଟିକା ବିତରଣ କରାଯିବ । ଏନେଇ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ଅନୁମତି ଦେଇଛି । ଏପ୍ରିଲ 30ରେ ମନ୍ତ୍ରଣାଳୟ ତେଲେଙ୍ଗାନା ସରକାରଙ୍କୁ ଭିଜୁଆଲ ଲାଇନ ମଧ୍ୟରେ କେଭିଡ ଟିକା ପରୀକ୍ଷା ମୂଳକ ବିତରଣ ପାଇଁ ଡ୍ରୋନ ବ୍ୟବହାର କରିବାକୁ ଅନୁମତି ଦେଇଥିଲା ।

ଶୁକ୍ରବାର ଦିନ ଏକ ବିବୃତ୍ତିରେ କହିଛି ଯେ ଡ୍ରୋନ୍ ବ୍ୟବହାର କରି ଟୀକାକରଣର ପରୀକ୍ଷା ମୂଳକ ବିତରଣ ପାଇଁ ତେଲେଙ୍ଗାନା ସରକାରଙ୍କୁ ମାନବ ବିହୀନ ବିମାନ ପ୍ରଣାଳୀ 2021ରୁ ସର୍ତ୍ତମୂଳକ ଛାଡ ପ୍ରଦାନ କରିଛି । ମେ’ ମାସ ଶେଷ ସୁଦ୍ଧା ପରୀକ୍ଷା ଆରମ୍ଭ ହେଇପାରେ ବୋଲି ଏଥିରେ କୁହାଯାଇଛି ।

ଏପ୍ରିଲ୍ 22ରେ, ମନ୍ତ୍ରଣାଳୟ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚକୁ COVID-19 ଟିକା ବିତରଣ ପାଇଁ ଡ୍ରୋନ୍ ବ୍ୟବହାର ଉପରେ ଏକ ସମ୍ଭାବ୍ୟ ଅଧ୍ୟୟନ କରିବାକୁ ଅନୁମତି ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.