ETV Bharat / bharat

Vaccination Drive: କିଶୋରଙ୍କୁ ଟିକା ନେଇ ଜନ୍ମବର୍ଷ ସ୍ପଷ୍ଟ କଲେ କେନ୍ଦ୍ର ସରକାର

author img

By

Published : Jan 28, 2022, 7:46 AM IST

କିଶୋରଙ୍କୁ ଟିକା ନେଇ ଜନ୍ମବର୍ଷ ସ୍ପଷ୍ଟ କଲେ କେନ୍ଦ୍ର ସରକାର । ରାଜ୍ୟକୁ ଚିଠି ଲେଖି ସ୍ପଷ୍ଟ କଲେ NHM ମିଶନ ନିର୍ଦ୍ଦେଶକ ବିକାଶ ସିଲ୍‌ଙ୍କ । ଅଧିକ ପଢନ୍ତୁ

କିଶୋରଙ୍କୁ ଟିକା ନେଇ ଜନ୍ମବର୍ଷ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ଭୁବନେଶ୍ବର: କିଶୋରଙ୍କୁ ଟିକା ନେଇ ଜନ୍ମବର୍ଷ ସ୍ପଷ୍ଟ କଲେ କେନ୍ଦ୍ର ସରକାର । ଏନେଇ ରାଜ୍ୟମାନଙ୍କୁ NHM ମିଶନ ନିର୍ଦ୍ଦେଶକ ବିକାଶ ସିଲ୍‌ଙ୍କ ଚିଠି ଲେଖି ଅବଗତ କରାଇଛନ୍ତି । ଟିକା ନେବାକୁ ଥିବା କିଶୋରଙ୍କ ଜନ୍ମବର୍ଷ ନେଇ ଲାଗି ରହିଥିବା ଦ୍ବନ୍ଦକୁ ଦୂର କରିଛି କେନ୍ଦ୍ର ।

୨୦୦୫ ରୁ ୨୦୦୭ ମଧ୍ୟରେ ମସିହାରେ ଜନ୍ମିତ ପିଲାଙ୍କୁ ଦିଆଯିବ ଟିକା । 15 ବର୍ଷ ବୟସ୍କ ବା 2023 ଜାନୁଆରୀରେ 15 ବର୍ଷ ହେବାର ଥିବା କିଶୋର ମଧ୍ୟ ଟିକା ନେଇପାରିବେ । ସେହିପରି 2005, 2006 ଏବଂ 2007ରେ ଜନ୍ମିତ ପିଲାଙ୍କୁ ମିଳିବ ଟିକା । ଏନେଇ ରାଜ୍ୟମାନଙ୍କୁ NHM ମିଶନ ନିର୍ଦ୍ଦେଶକ ବିକାଶ ସିଲ୍‌ଙ୍କ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.