ETV Bharat / bharat

Light Combat Helicopter Procurement: ସେନାକୁ ମିଳିବ ୧୫ ସ୍ୱଦେଶୀ ଲଢୁଆ ହେଲିକପ୍ଟର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରାୟ ୩,୮୮୭ କୋଟି ଟଙ୍କା ଖର୍ଚ୍ଚ ହୋଇ ହୋଇ ସେନାରେ ସାମିଲ ହେବ ୧୫ଟି ସ୍ବଦେଶୀ ହାଲୁକା ଲଢୁଆ ହେଲିକପ୍ଟର । ଅଧିକ ପଢନ୍ତୁ

Light Combat Helicopter Procurement: କିଣା ଯିବ ୧୫ ହେଲିକପ୍ଟର

author img

By

Published : Mar 30, 2022, 7:58 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ର ଓ ସେନାକୁ ସୃଦଢ କରିବା ଲାଗି ଭାରତ ଆଉ ୧୫ଟି ସ୍ବଦେଶୀ ହାଲୁକା ଲଢୁଆ ହେଲିକପ୍ଟର (Light Combat Helicopter) ସେନାରେ ସାମିଲ କରିବ । ଏହାକୁ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ ପରିଷଦର ଗ୍ରୀନ ସିଗନାଲ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ଅନୁମୋଦନ ମିଳିଛି । ସ୍ବମୂର୍ଣ୍ଣ ସ୍ବଦେଶୀ ଏବଂ ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ହେବ ଏହି ଲଢୁଆ ହେଲିକପ୍ଟର ।

ଏଥିପାଇଁ ପ୍ରାୟ ୩,୮୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଭିତ୍ତିଭୂମି ପାଇଁ ୩୭୭ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଥିସହ ହାଲୁକା ଯୁଦ୍ଧ ହେଲିକପ୍ଟର ଲିମିଟେଡ୍ ସିରିଜ୍ ଉତ୍ପାଦନ (LSP) ହେଉଛି, ଏକ ସ୍ୱଦେଶୀ ଡିଜାଇନ ।

ଅନ୍ୟପଟେ ଏଥିରେ ୪୫ ପ୍ରତିଶତ ସ୍ୱଦେଶୀ ଫିଚର (ବୈଶିଷ୍ଟ) ବେଳେ ଧୀରେ ଧୀରେ ଏସପି ସଂସ୍କରଣ ପରେ ଏହା ୫୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.