ETV Bharat / bharat

’ବଜେଟ 2021 ଭାରତକୁ କରିବ ଆତ୍ମନିର୍ଭରଶୀଳ’

author img

By

Published : Feb 2, 2021, 2:05 PM IST

Updated : Feb 2, 2021, 2:30 PM IST

ବଜେଟ 2021-22କୁ ସ୍ବାଗତ କଲେ ଯୋଗଗୁରୁ ବାବା ରାମଦେବ । ଏହି ବଜେଟ ଦେଶର ଅର୍ଥନୀତିକୁ ସୁଦୃଢ କରିବେ କହିଲେ ଯୋଗ ଗୁରୁ । ଅଧିକ ପଢନ୍ତୁ...

’ବଜେଟ 2021 ଭାରତକୁ କରିବ ଆତ୍ମନିର୍ଭରଶୀଳ’
’ବଜେଟ 2021 ଭାରତକୁ କରିବ ଆତ୍ମନିର୍ଭରଶୀଳ’

ହରିଦ୍ବାର: ଯୋଗଗୁରୁ ବାବା ରାମଦେବ ଚଳିତ ବର୍ଷର ଆର୍ଥିକ ବଜେଟରେ ସପକ୍ଷରେ ମତ ଦେଇଛନ୍ତି। ଏହି ବଜେଟ ଆତ୍ମନିର୍ଭରଶୀଳ ଭାରତକୁ ସହାୟକ ହେବ ବୋଲି ସେ କହିଛନ୍ତି । ଏହା ସହ ସେ ସ୍ବାସ୍ଥ୍ୟ, ପାଇପ ଲାଇନ, ଡିସଇନଭେଷ୍ଟମେଣ୍ଟ, ଭିତ୍ତିଭୂମି ଓ କୃଷି ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟୟବରାଦକୁ ନେଇ ସେ ପ୍ରଶଂସା କରିଛନ୍ତି । ଏହି ବଜେଟ ଦେଶର ପ୍ରଗତି ଆଡକୁ ନେବ ।

’ବଜେଟ 2021 ଭାରତକୁ କରିବ ଆତ୍ମନିର୍ଭରଶୀଳ’

ଏଥର ବଜେଟ ଚାଷୀଙ୍କ ସ୍ବାର୍ଥହିତ କରାଯିବା ସହ ଏହା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବା ଦିଗରେ କାମ କରିବ । ତେଣୁ ସେ କେନ୍ଦ୍ର ସରକାରଙ୍କ ବଜେଟକୁ ସମର୍ଥନ ଜଣାଇଛନ୍ତି । ସେହିପରି ସରକାର ନେଇଥିବା କେତେକ ପଦକ୍ଷେପ ମଧ୍ୟବିତ୍ତ ପରିବାରଙ୍କ ଭବିଷ୍ୟତରେ ନିଶ୍ଚୟ ପରିବର୍ତ୍ତନ ଆଣିବା ସହ ଦେଶର ଅର୍ଥନୀତିକୁ ସୁଦୃଢ କରିବ । ସ୍ବାଧୀନ ଭାରତର ଏହା ପ୍ରଥମ ଥର ଦେଶର ସ୍ବାସ୍ଥ୍ୟକ୍ଷେତ୍ରରେ ଅଧିକ ଆବଣ୍ଟିତ ହୋଇଛି ବୋଲି ରାମଦେବ ବାବା ନିଜର ମତରେ କହିଛନ୍ତି ।

ଅନ୍ୟପଟେ ଏହି ବଜେଟ ଚୀନ, ଜାପାନ ଓ ଆମେରିକା ଭଳି ରାଷ୍ଟ୍ରର ବିପକ୍ଷରେ ଭାରତର ତାର ଅର୍ଥନୀତିକୁ ମଜବୁତ କରିବାରେ ସକ୍ଷମ ହେବ । ସେହିଭଳି ସରକାର ଟ୍ୟାକ୍ସ ନ ବଢାଇ ସାଧାରଣଲୋକଙ୍କୁ ଆଶ୍ବସ୍ତି କରିଛନ୍ତି । ବାବା ରାମଦେବ ଚାଷୀ ଆନ୍ଦୋଳନ ଉପରେ କହିଛନ୍ତି, ତୁରନ୍ତ ଚାଷୀ-ସରକାରଙ୍କ ମଧ୍ୟରେ ଥିବା ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରାଯାଉ। କାରଣ ରାଜରାସ୍ତାରେ ଚାଷୀଙ୍କ ଧାରଣା ଆଦୌ ଭଲ ନୁହେଁ । ସେହିପରି ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ସେମାନେ ଚାଷୀ ଆନ୍ଦୋଳନକୁ ନିଜର ମୁଦ୍ଦା କରିଛନ୍ତି ।

Last Updated : Feb 2, 2021, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.