ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ବଜେଟ ଆଗତ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା । ମୋଟ ବଜେଟକୁ ଏକ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରରୁ ଯିବ ନଜର ପକାନ୍ତୁ...
କେଉଁ କ୍ଷେତ୍ରରୁ ଆସିବ ?
- ଋଣ ଓ ଅନ୍ୟାନ୍ୟ ଦେୟ-35 ପଇସା
- କର୍ପୋରେଟ୍ ଟିକସ-15 ପଇସା
- ଆୟକର-15 ପଇସା
- ସୀମାଶୁକ୍ଳ-5 ପଇସା
- ଜିଏସଟି -16 ପଇସା
- କେନ୍ଦ୍ରୀୟ ଅବକାରୀ ଟିକସ-7 ପଇସା
- ଅଣ ଟିକସ ରାଜସ୍ବ-5 ପଇସା
- ଅଣ ଋଣ ପୁଞ୍ଜି ରସିଦ-2 ପଇସା
କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ?
- ରାଜ୍ୟ ଟିକସ ଓ ଶୁକ୍ଳ ଭାଗ-17 ପଇସା
- ସୁଧ ପରିଶୋଧ-20 ପଇସା
- କେନ୍ଦ୍ରୀୟ ସ୍କିମ୍-15 ପଇସା
- ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ-10 ପଇସା
- କେନ୍ଦ୍ର ପ୍ରୟୋଜିତ ସ୍କିମ୍-9 ପଇସା
- ପ୍ରତିରକ୍ଷା-8 ପଇସା
- ସବସିଡି-8 ପଇସାପେନସନ-4 ପଇସା
- ଅନ୍ୟାନ୍ୟ ବ୍ୟୟ-9 ପଇସା