ETV Bharat / bharat

Union Budget: ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ - Kisan drones to be used for crop assessments

କୃଷି କ୍ଷେତ୍ରରେ ପ୍ରବେଶ କରିବ ଟେକ୍ନୋଲୋଜି । ଫସଲ ଆକଳନ, ଜମି ରେକର୍ଡ ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ । ଅଧିକ ପଢନ୍ତୁ

Union Budget : ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବା କିଶାନ ଡ୍ରୋନ

author img

By

Published : Feb 1, 2022, 12:26 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ସୀତାରମଣଙ୍କ ବଜେଟ ପେଡିରେ ସ୍ମାର୍ଟ କୃଷି ପାଇଁ ବ୍ୟୟବରାଦ । ସ୍ମାର୍ଟ କୃଷି ପ୍ରକ୍ରିୟା ପାଇଁ ସରକାର ଆରମ୍ଭ କରିବେ କିଶାନ ଡ୍ରୋନ । ଫସଲ ଆକଳନ, ଜମି ରେକର୍ଡ ଏବଂ କୀଟନାଶକ ସ୍ପ୍ରେ ପାଇଁ ଏହି ଡ୍ରୋନ୍ ନିୟୋଜିତ ହୋଇପାରିବ । ଯାହା ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି 9 ଲକ୍ଷ ହେକ୍ଟରରୁ ଅଧିକ ଚାଷୀଙ୍କ ଜମିକୁ ଜଳସେଚନ ଯୋଗାଇବା ପାଇଁ 44,605 ​​କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.