ETV Bharat / bharat

କୋରୋନା ଭୟ, ଭାରତ ଆସିବେନି ବ୍ରିଟେନ ପ୍ରଧାନମନ୍ତ୍ରୀ - କୋରୋନା ଭୟ

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ ଗସ୍ତ ସ୍ଥଗିତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । 25 ଏପ୍ରିଲରେ ଭାରତ ଆସିଥାନ୍ତେ ବୋରିସ । ଅଧିକ ପଢନ୍ତୁ...

କୋରୋନା ଭୟ, ଭାରତ ଆସିବେନି ବ୍ରିଟେନ ପ୍ରଧାନମନ୍ତ୍ରୀ

author img

By

Published : Apr 19, 2021, 3:25 PM IST

ନୂଆଦିଲ୍ଲୀ: ଭାରତରେ ବେଲଗାମ ହୋଇଛି ମହାମାରୀ କୋରୋନା । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ ଗସ୍ତ ସ୍ଥଗିତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । 25 ଏପ୍ରିଲରେ ଭାରତ ଆସିଥାନ୍ତେ ବୋରିସ । ହେଲେ ବର୍ତ୍ତମାନ ତାଙ୍କର ଏହି ଗସ୍ତକୁ ଘୁଞ୍ଚାଇ ଦିଆଯାଇଛି ।

ବିଶ୍ବରେ କୋରୋନା ସଂକ୍ରମଣ ବୃଦ୍ଧି କାରଣରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉପରେ ଭାରତ ଗସ୍ତ ଘୁଞ୍ଚାଇବାର ଚାପ ବଢୁଥିଲା । ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟି ମଧ୍ୟ ବୋରିସଙ୍କୁ ନିଜ ଗସ୍ତ ଘୁଞ୍ଚାଇବା ପାଇଁ ଦାବି କରିଥିଲା ।

ବୋରିସ ଜନସନ କ୍ରମାଗତ ଦ୍ୱିତୀୟ ଥର ପାଇଁ ତାଙ୍କର ଭାରତ ଯାତ୍ରା ଘୁଞ୍ଚାଇଛନ୍ତି । ଏହାପୂର୍ବରୁ ମହାମାରୀ କୋରୋନା ଯୋଗୁଁ ଜାନୁଆରୀ 26 ମଧ୍ୟ ଭାରତର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଭାରତ ଆସିପାରିନଥିଲେ ଜନସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.