ନୂଆଦିଲ୍ଲୀ: 73 ତମ ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲେ ବିଶ୍ବର ପ୍ରମୁଖ ରାଷ୍ଟ୍ର । ରାଷ୍ଟ୍ରମୁଖ୍ୟମାନେ ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ଭାରତ ସହ ଦ୍ବିପାକ୍ଷିକ ସୁସମ୍ପର୍କର ଉଦାହରଣ ଦେଇଛନ୍ତି । ବ୍ରିଟେନ, ଆମେରିକା, ଫ୍ରାନ୍ସ ,ଶ୍ରୀଲଙ୍କା ସମେତ ଅନ୍ୟ କିଛି ଦେଶର ମୁଖ୍ୟ ଭାରତକୁ ଶୁଭେଚ୍ଛା ଜଣାଇ ଟ୍ବିଟ କରିଛନ୍ତି ।
-
The UK and India are tied by bonds that span over decades, through generations and across some of the greatest challenges we have faced.
— Boris Johnson (@BorisJohnson) January 26, 2022 " class="align-text-top noRightClick twitterSection" data="
I want to send my best wishes from the UK to the people of India, and to all British Indians, on India’s Republic Day 🇬🇧🇮🇳
">The UK and India are tied by bonds that span over decades, through generations and across some of the greatest challenges we have faced.
— Boris Johnson (@BorisJohnson) January 26, 2022
I want to send my best wishes from the UK to the people of India, and to all British Indians, on India’s Republic Day 🇬🇧🇮🇳The UK and India are tied by bonds that span over decades, through generations and across some of the greatest challenges we have faced.
— Boris Johnson (@BorisJohnson) January 26, 2022
I want to send my best wishes from the UK to the people of India, and to all British Indians, on India’s Republic Day 🇬🇧🇮🇳
ଶୁଭେଚ୍ଛା ଜଣାଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି, ଭାରତ ଓ ବ୍ରିଟେନ ମଧ୍ୟରେ ଦଶନ୍ଧି ଧରି ସମ୍ପର୍କ ବିସ୍ତାର ହୋଇଆସଛି । ଦୁଇ ଦେଶ ଦୃଢ ସହଭାଗିତାରେ ଦଶନ୍ଧି ଧରି ଯାତ୍ରା କରିଛନ୍ତି ଓ ଅନେକ ଘଟଣାର ମିଳିତ ସାକ୍ଷୀ ମଧ୍ୟ ରହିଛନ୍ତି । ଏହି ସୁସମ୍ପର୍କ ଆଗକୁ ମଧ୍ୟ ଜାରି ରହିବ । ଭାରତ ତାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ସମସ୍ତ ଭାରତୀୟ ଓ ବ୍ରିଟେନରେ ବସବାସ କରୁଥିବା ପ୍ରବାସୀ ଭାରତୀୟଙ୍କୁ ବିଟ୍ରେନ ତରଫରୁ ସେ ଶୁଭେଚ୍ଛା ଜଣାଉଛନ୍ତି ବୋଲି ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି ଜନସନ ।
-
My warmest greetings to our Indian friends as they come together to celebrate #RepublicDay!
— Emmanuel Lenain 🇫🇷🇪🇺 (@FranceinIndia) January 25, 2022 " class="align-text-top noRightClick twitterSection" data="
In this special year marking #AzadiKaAmritMahotsav, France wishes to congratulate India, our foremost strategic partner in Asia. pic.twitter.com/eTMRhlKtzM
">My warmest greetings to our Indian friends as they come together to celebrate #RepublicDay!
— Emmanuel Lenain 🇫🇷🇪🇺 (@FranceinIndia) January 25, 2022
In this special year marking #AzadiKaAmritMahotsav, France wishes to congratulate India, our foremost strategic partner in Asia. pic.twitter.com/eTMRhlKtzMMy warmest greetings to our Indian friends as they come together to celebrate #RepublicDay!
— Emmanuel Lenain 🇫🇷🇪🇺 (@FranceinIndia) January 25, 2022
In this special year marking #AzadiKaAmritMahotsav, France wishes to congratulate India, our foremost strategic partner in Asia. pic.twitter.com/eTMRhlKtzM
ସେହିପରି ଭାରତକୁ ଶୁଭେଚ୍ଛା ଜଣାଇଛି ଯୁକ୍ତରାଷ୍ଟ୍ର ଆମେରିକା । ରାଜଧାନୀ ୱାଶିଂଟନ୍ରେ ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ପାସାକି କହିଛନ୍ତି ଯେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଭାରତ ଏବଂ ଆମେରିକା ସବୁବେଳେ ପରସ୍ପରର ସହଯୋଗୀ ଭବେ କାର୍ଯ୍ୟ କରିଆସିଛନ୍ତି । ଦୈନିକ ଗଣମାଧ୍ୟକୁ ସମ୍ବୋଧିତ କରିବା ଅବସରରେ ଏପରି ମତ ରଖିଛନ୍ତି ଜେନ ପାସାକି ।
-
Happy 73rd Republic Day India! As millions of Indians celebrate their vibrant Constitution today, we are reminded of our nations' shared democratic values and the strength of the U.S.-India strategic partnership. 🇺🇸🇮🇳
— State_SCA (@State_SCA) January 25, 2022 " class="align-text-top noRightClick twitterSection" data="
">Happy 73rd Republic Day India! As millions of Indians celebrate their vibrant Constitution today, we are reminded of our nations' shared democratic values and the strength of the U.S.-India strategic partnership. 🇺🇸🇮🇳
— State_SCA (@State_SCA) January 25, 2022Happy 73rd Republic Day India! As millions of Indians celebrate their vibrant Constitution today, we are reminded of our nations' shared democratic values and the strength of the U.S.-India strategic partnership. 🇺🇸🇮🇳
— State_SCA (@State_SCA) January 25, 2022
ସେହିପରି ଆମେରିକାର ବୈଦେଶିକ ବିଭାଗ ଦକ୍ଷିଣ ଏବଂ ମଧ୍ୟ-ଏସିଆ ବ୍ୟୁରୋ ମଧ୍ୟ ଏକ ଟୁଇଟ୍ରେ ଭାରତକୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଲକ୍ଷ ଲକ୍ଷ ଭାରତୀୟ ଆଜି ନିଜର ସମ୍ବିଧାନ ଦିବସକୁ ପାଳନ କରୁଥିବା ବେଳେ ଦୁଇ ଦେଶ ମଧ୍ୟରେ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଶକ୍ତିକୁ ଆମେ ଆମକୁ ସ୍ମରଣ କରୁଛୁ ବୋଲି ଟ୍ବିଟରେ ଉଲ୍ଲେଖ ରହିଛି ।
-
Wishing PM @narendramodi, the Government and People of #India a very happy 73rd Republic Day. May the relationship between our two nations continue to grow to mutually benefit our people so that our nations may prosper. #RepublicDayIndia
— Mahinda Rajapaksa (@PresRajapaksa) January 26, 2022 " class="align-text-top noRightClick twitterSection" data="
">Wishing PM @narendramodi, the Government and People of #India a very happy 73rd Republic Day. May the relationship between our two nations continue to grow to mutually benefit our people so that our nations may prosper. #RepublicDayIndia
— Mahinda Rajapaksa (@PresRajapaksa) January 26, 2022Wishing PM @narendramodi, the Government and People of #India a very happy 73rd Republic Day. May the relationship between our two nations continue to grow to mutually benefit our people so that our nations may prosper. #RepublicDayIndia
— Mahinda Rajapaksa (@PresRajapaksa) January 26, 2022
ପଡୋଶୀ ଦେଶ ଶ୍ରୀଲଙ୍କା ମଧ୍ୟ ଶୁଭେଚ୍ଛା ଜଣାଇଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଏକ ଟୁଇଟର ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି, ଭାରତ ସରକାର ଏବଂ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ବାର୍ତ୍ତାରେ ରାଜପାକ୍ସେ ଲେଖିଛନ୍ତି ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସବୁବେଳେ ଭଲ ରହିଆସିଛି । ବିଭିନ୍ନ ପ୍ରସଙ୍ଗରେ ଦୁଇ ପଡୋଶୀ ଦେଶ ମିଳିତ ଭାବେ ଯାତ୍ରା ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ