ନୂଆଦିଲ୍ଲୀ: ବିଜେପି ନେତା ତଜିନ୍ଦରପାଲ ସିଂ ବାଗା ଗିରଫକୁ ନେଇ ବିବାଦ ଘନେଇବାରେ ଲାଗିଛି । ଦିଲ୍ଲୀରେ ଆମ ଆଦମୀ ପାର୍ଟି କାର୍ଯ୍ୟାଳୟ ବାହାରେ ବାଗାଙ୍କ ଗିରଫ ବିରୋଧରେ ବିଜେପି କର୍ମୀଙ୍କ ଧାରଣା । ଏହି ଧାରଣାରେ ବିଜେପିର ଶତାଧିକ କର୍ମୀ ଓ ନେତା ସାମିଲ ହୋଇଥିବା ବେଳେ ଦିଲ୍ଲୀ ପୋଲିସ କିଛି ନେତାଙ୍କୁ ଅଟକ ମଧ୍ୟ ରଖିଛି ।
-
#WATCH Delhi: | BJP workers protest outside Aam Aadmi Party office in view of Tajinder Pal Singh Bagga's arrest by Punjab Police from Delhi, earlier in the day. pic.twitter.com/k6FHd5QFuL
— ANI (@ANI) May 6, 2022 " class="align-text-top noRightClick twitterSection" data="
">#WATCH Delhi: | BJP workers protest outside Aam Aadmi Party office in view of Tajinder Pal Singh Bagga's arrest by Punjab Police from Delhi, earlier in the day. pic.twitter.com/k6FHd5QFuL
— ANI (@ANI) May 6, 2022#WATCH Delhi: | BJP workers protest outside Aam Aadmi Party office in view of Tajinder Pal Singh Bagga's arrest by Punjab Police from Delhi, earlier in the day. pic.twitter.com/k6FHd5QFuL
— ANI (@ANI) May 6, 2022
ଏହା ବି ପଢନ୍ତୁ:Tajinder Bagga Arrested: କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଲା ହରିୟାଣା ପୋଲିସ
ଅନ୍ୟପଟେ ପୋଲିସ ବ୍ୟାରିକେଡକୁ ଭାଙ୍ଗି ଧସେଇ ପଶିବାକୁ ବିଜେପି କର୍ମୀ ଚେଷ୍ଟା କରିବାରୁ ଦିଲ୍ଲୀ ପୋଲିସ ସେମାନଙ୍କୁ ଗିରଫ କରିଛି । ଏପେଟେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଆମ ଆଦମୀ ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ତେବେ ପଞ୍ଜାବରେ ବାଗାଙ୍କ ପରିବାର ପକ୍ଷରୁ ଥାନାରେ ମଧ୍ୟ ଏନେଇ ଏକ ଏତଲା ଦାଏର ହୋଇଛି ।
@ANI