ETV Bharat / bharat

ଶୁଭେନ୍ଦୁ ଅଧିକାରୀଙ୍କ ରାଲି ପୂର୍ବରୁ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ଶୁଭେନ୍ଦୁ ଅଧିକାରୀଙ୍କ ରାଲିରେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ । ଅଭିଯୋଗକୁ ଖଣ୍ଡନ କଲା ତୃଣମୂଳ କଂଗ୍ରେସ । ପଢନ୍ତୁ ଅଧିକ.....

author img

By

Published : Dec 29, 2020, 6:37 PM IST

ଶୁଭେନ୍ଦୁ ଅଧିକାରୀଙ୍କ ରାଲି ପୂର୍ବରୁ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, ଟିଏମସିକୁ ଦାୟୀ କଲା ଦଳ

କୋଲକାତା : ନିକଟରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ରାଲିରେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ । ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ରାଲି ଆରମ୍ଭ ହେବା ପୂର୍ବରୁ ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ବିଜେପି କର୍ମୀଙ୍କ ସହ କିଛି ସ୍ଥାନୀୟ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ରେୟାପାରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ନନ୍ଦିଗ୍ରାମ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମଙ୍ଗଳବାର ସକାଳେ ଶୁଭେନ୍ଦୁ ଅଧିକାରୀଙ୍କ ଏକ ରାଲି କାର୍ଯ୍ୟକ୍ରମ ଥିବାବେଳେ ଏଥିରେ ଯୋଗ ଦେବା ପାଇଁ ବିଜେପି କର୍ମୀମାନେ ନନ୍ଦିଗ୍ରାମରେ ପହଞ୍ଚିଥିଲେ । ସେଠାରେ ହଠାତ କିଛି ତୃଣମୂଳ କର୍ମୀ ତାଙ୍କ ଉପରେ ହଠାତ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି । ବିଜେପିର ଏପରି ଅଭିଯୋଗକୁ ତୃଣମୂଳ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.