ETV Bharat / bharat

ତେଜସରେ ଉଡିଲେ ସାଂସଦ ତେଜସ୍ୱୀ ସୂର୍ଯ୍ୟା - ସାଂସଦ ତେଜସ୍ୱୀ ସୂର୍ଯ୍ୟା

ତେଜସ୍ବୀ ବେଙ୍ଗାଲୁରୁର ଏରୋ ଇଣ୍ଡିଆ ଶୋରେ ଭାରତର ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ଉଡିଛନ୍ତି । ତେଜସରେ ଉଡିବା ପରେ ସୂର୍ଯ୍ୟା ଗଣମାଧ୍ୟମକୁ କହିଛନ୍ତି, ହାଲୁକା ଯୁଦ୍ଧ ବିମାନ ତେଜସ ଆତ୍ମନିର୍ଭର ଭାରତର ପ୍ରତୀକ । ଅଧିକ ପଢନ୍ତୁ...

ତେଜସରେ ଉଡିଲେ ସାଂସଦ ତେଜସ୍ୱୀ ସୂର୍ଯ୍ୟା
ତେଜସରେ ଉଡିଲେ ସାଂସଦ ତେଜସ୍ୱୀ ସୂର୍ଯ୍ୟା
author img

By

Published : Feb 4, 2021, 4:00 PM IST

ବେଙ୍ଗାଲୁରୁର: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଚାଲିଛି ଏସିଆର ସର୍ବବୃହତ ଏରୋ ଇଣ୍ଡିଆ ଶୋ । ଏଥିରେ ସାମିଲ ହୋଇଛନ୍ତି ବେଙ୍ଗାଲୁରୁର ବିଜେପି ସାଂସଦ ତଥା ବିଜେପି ଯୁବ ମୋର୍ଚ୍ଚାର ସଭାପତି ତେଜସ୍ବୀ ସୂର୍ଯ୍ୟା ।

ତେଜସରେ ଉଡିଲେ ସାଂସଦ ତେଜସ୍ୱୀ ସୂର୍ଯ୍ୟା

ତେଜସ୍ବୀ ବେଙ୍ଗାଲୁରୁର ଏରୋ ଇଣ୍ଡିଆ ଶୋରେ ଭାରତର ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ଉଡିଛନ୍ତି । ତେଜସରେ ଉଡିବା ପରେ ସୂର୍ଯ୍ୟା ଗଣମାଧ୍ୟମକୁ କହିଛନ୍ତି, ହାଲୁକା ଯୁଦ୍ଧ ବିମାନ ତେଜସ ଆତ୍ମନିର୍ଭର ଭାରତର ପ୍ରତୀକ ।

ଏହା ଭାରତର ବୈଜ୍ଞାନିକ ଉତ୍କର୍ଷ ଏବଂ ସାମର୍ଥ୍ୟର ଏକ କିରଣ ଅଟେ । ତେଜସରେ ଉଡିବାର ସୁଯୋଗ ପାଇଥିବାରୁ ନିଜକୁ ସୌଭାଗ୍ୟଶାଳୀ ମନେ କରିଛନ୍ତି ସୂର୍ଯ୍ୟା । ତେଜସ ଭାରତ ପାଇଁ ଉପହାର ବୋଲି କହିଛନ୍ତି ତେଜସ୍ବୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.