ETV Bharat / bharat

ଭାରତର ସ୍ବାଧୀନତା ଇତିହାସ ବିଷୟରେ ବିଜେପିର କହିବାର ଅଧିକାର ନାହିଁ: ଅଶୋକ ଗେହଲଟ

author img

By

Published : Jan 23, 2021, 9:45 PM IST

ଭାରତର ସ୍ବାଧୀନତା ଇତିହାସ ବିଷୟରେ ବିଜେପିର କହିବାର ଅଧିକାର ନାହିଁ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଭାରତର ମହାନ ସ୍ବାଧୀନତା ସଂଗ୍ରାମ ଇତିହାସରେ ବିଜେପିର କୌଣସି ଦାବି ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

Rajastahan CM Ashok Gehlot
ଭାରତର ସ୍ବାଧୀନତା ଇତିହାସ ବିଷୟରେ ବିଜେପିର କହିବାର ଅଧିକାର ନାହିଁ : ଅଶୋକ ଗେହଲଟ

ଥିରୁଅନନ୍ତପୁରମ: ଭାରତର ସ୍ବାଧୀନତା ଇତିହାସ ବିଷୟରେ ବିଜେପିର କହିବାର ଅଧିକାର ନାହିଁ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଭାରତର ମହାନ ସ୍ବାଧୀନତା ସଂଗ୍ରାମ ଇତିହାସରେ ବିଜେପିର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ।

ଶନିବାର କେରଳ ପ୍ରଦେଶ କଂଗ୍ରେସ କମିଟିର (କେପିସିସି) ନୂତନ ନିର୍ବାଚନ ପରିଚାଳନା ଏବଂ ରଣନୀତି କମିଟିର ପ୍ରଥମ ବୈଠକରେ ଗେହଲଟ ଯୋଗ ଦେଇ କହିଛନ୍ତି । ଭାରତର ମହାନ ସ୍ବାଧୀନତା ସଂଗ୍ରାମ ଇତିହାସରେ ବିଜେପିର କୌଣସି ଭୂମିକା ନାହିଁ। କଂଗ୍ରେସ ଦଳ ହିଁ ଦେଶକୁ ଗଣତନ୍ତ୍ର ସ୍ଥାପନା କରିଥିଲା। କେନ୍ଦ୍ର ସରକାର ଗଣତନ୍ତ୍ରକୁ ନଷ୍ଟ କରିବା ସହ ଧ୍ବଂସ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଗେହଲଟ କହିଛନ୍ତି । କେରଳରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଏଆଇସିସି ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍ ଚାଣ୍ଡିଙ୍କ ନେତୃତ୍ବରେ ଅଂଶଗ୍ରହଣ କରିଥିଲେ ।

ଅଶୋକ ଗେହଲଟ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ରାଜସ୍ଥାନ ସରକାରକୁ ବରଖାସ୍ତ କରିବା ପାଇଁ ଚାହୁଁଥିଲେ । କିନ୍ତୁ ଏହା ଲୋକଙ୍କ ସାଧାରଣ ଲୋକଙ୍କ ଯୋଗୁଁ ହୋଇପାରିନାହିଁ ବୋଲି କହିଛନ୍ତି । ସେମାନେ ଅନେକ ରାଜ୍ୟ ସରକାରକୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ବିଜେପି ଏବଂ ସିପିଏମ ଉଭୟ ଜନସାଧାରଣଙ୍କୁ ଭୁଲ ବୁଝାମଣା କରିବାକୁ ଚେଷ୍ଟା କରୁଛନ୍ତି ଯେ କଂଗ୍ରେସ ମଧ୍ୟରେ ମତଭେଦ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.