ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର, ଗୋଲକଙ୍କ କାମରେ ମୋଦି ଖୁସ୍

ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ଗୋଲକ ମହାପାତ୍ରଙ୍କ ପରିଶ୍ରମ ଓ ଉତ୍ସାହ ପାଇଁ ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି। ଅଧିକ ପଢନ୍ତୁ...

author img

By

Published : Mar 27, 2021, 5:28 PM IST

ଗୋଲକଙ୍କ କାମରେ ମୋଦି ଖୁସ୍
ଗୋଲକଙ୍କ କାମରେ ମୋଦି ଖୁସ୍

ଭୁବନେଶ୍ବର: ଓଡିଶା ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ଗୋଲକ ମହାପାତ୍ରଙ୍କ ପରିଶ୍ରମ ଓ ଉତ୍ସାହ ପାଇଁ ମୋଦି ଏହି ପ୍ରଶଂସା କରିଛନ୍ତି।

ଓଡ଼ିଶାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କାମ କରିବାକୁ ଉତ୍ସାହିତ କରିବା ସଙ୍ଗେସଙ୍ଗେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଅଧିକ ମଜବୁତ୍ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରିଛନ୍ତି ।

ଏହାସହ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ଥିବାବେଳେ ତାଙ୍କର କାମ କରିବାର ଉତ୍ସାହ ଏବଂ ପରିଶ୍ରମରେ ଶତମୁଖ ହୋଇ ଦେଶର ପ୍ରଧାନମନ୍ତ୍ରୀ ପ୍ରଶଂସା କରୁଥିବାର ଦେଖି ଖୁସି ଅନୁଭବ କଲି ବୋଲି ଧର୍ମେନ୍ଦ୍ର ଆହୁରି ଏକ ଟ୍ବିଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.