ETV Bharat / bharat

ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

author img

By

Published : Mar 13, 2021, 10:40 PM IST

Updated : Mar 13, 2021, 10:54 PM IST

ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଦଳର ପାଞ୍ଚଟି ରାଜ୍ୟର ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବା ସହ ଅବଶିଷ୍ଟ ଟିକଟ ବିଷୟରେ ଶେଷ ସ୍ପର୍ଶ ଦେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

BJP central election committe meeting in newdelhi
ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ନୂଆଦିଲ୍ଲୀ: ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବସିଛି ଏହି ବୈଠକ । ଦଳ ପାଞ୍ଚଟି ରାଜ୍ୟର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଅବଶିଷ୍ଟ ଟିକଟ ବିଷୟରେ ଶେଷ ସ୍ପର୍ଶ ଦେବାର ସମ୍ଭାବନା ରହିଛି ।

ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଛି । ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ଅବଶିଷ୍ଟ ସିଟକୁ ନେଇ ଘୋଷଣା କରାଯିବା ସମ୍ଭାବନା ରହିଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହ ସହିତ ଶାହାନୱାଜ ହୁସେନ ଓ ଅନ୍ୟ କେନ୍ଦ୍ରୀୟ ନିର୍ବାଚନ କମିଟି ସଦସ୍ୟ ଯୋଗ ଦେଇଛନ୍ତି । ଏହା ସହ ରାଜ୍ୟ ନେତୃତ୍ବାବୃନ୍ଦ ମଧ୍ୟ ଯୋଗଦେଇଛନ୍ତି ।

ସୂଚନାଥାଉକି ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଦଳର ସମସ୍ତ ନେତାଙ୍କୁ ସମନ୍ବୟ ରକ୍ଷା କରି ସମସ୍ତ ପଦକ୍ଷେପ ନେଉଛନ୍ତି । ବିଶେଷକରି ଦଳ ପଶ୍ଚିମବଙ୍ଗ ଓ ଆସାମକୁ ନେଇ ଦଳ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି ।

Last Updated : Mar 13, 2021, 10:54 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.