ETV Bharat / bharat

ନୂଆବର୍ଷରେ ଅଘଟଣ: ଖଣି ଭୁସ୍ଖଳନରେ ୪ ମୃତ, ୩ ଗୁରୁତର

ହରିୟାଣା ଭିବାନୀ ଜିଲ୍ଲାରେ ଏକ ଖଣିରେ ଭୁସ୍ଖଳନ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ସୂଚନା । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

author img

By

Published : Jan 1, 2022, 1:29 PM IST

Updated : Jan 1, 2022, 5:59 PM IST

ନୂଆବର୍ଷରେ ଅଘଟଣ, ଧସିଲା ପାହାଡ ଜଣେ ମୃତ
ନୂଆବର୍ଷରେ ଅଘଟଣ, ଧସିଲା ପାହାଡ ଜଣେ ମୃତ

ଚଣ୍ଡିଗଡ: ନୂଆ ବର୍ଷରେ ଅଘଟଣ । ହରିୟାଣାର ଭିବାନୀ ଜିଲ୍ଲାରେ ଏକ ଖଣିରେ ଭୁସ୍ଖଳନ (Landslide at mining site) ଘଟି ୪ ଜଣ ପ୍ରାଣ ହରାଇଥିବାବେଳେ ୩ ଆହତ ହୋଇଛନ୍ତି । ଜିଲ୍ଲାର ଦାଦମ କ୍ଷେତ୍ରରେ ଥିବା ଏହି ଖଣିରେ କାର୍ଯ୍ୟ ଚାଲୁଥିବା ସମୟରେ ଆଜି ସକାଳେ ଏହି ଅଘଟଣ ଘଟିଥିବା ସୂଚନା ରହିଛି ।

ଫଳରେ ନିକଟରେ ଥିବା ଗାଡି ମୋଟର ଗୁଡିକ ମଧ୍ୟ ପୋତି ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜଙ୍କ ସମ୍ପର୍କରେ କୌଣସି ସଠିକ ସୂଚନା ମଧ୍ୟ ମିଳିପାରି ନାହିଁ । ଏହି ଦୁର୍ଘଟଣା ପରେ ପାହାଡ କ୍ରସିଂରେ ସାଧାରଣ ଲୋକଙ୍କ ଗମନାଗମନକୁ ପୋଲିସ ପ୍ରଶାସନ ବନ୍ଦ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 1, 2022, 5:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.