ହାଇଦ୍ରାବାଦ: ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ବୋମା ସନ୍ଦେହ। ସିକନ୍ଦରାବାଦ ନିକଟସ୍ଥ ଚର୍ଲପଲ୍ଲୀ ଷ୍ଟେସନରେ ଅଟକିଲା ଏକ୍ସପ୍ରେସ ଟ୍ରେନ୍ । ସୂଚନା ଅନୁସାରେ କୋଣାର୍କ ଏକ୍ସପ୍ରେସରେ ବୋମା ରହିଥିବା ଖବର ମିଳିବା ମାତ୍ରେ ସିକନ୍ଦରାବାଦ ଷ୍ଟେସନ ନିକଟରେ ଟ୍ରେନକୁ ଅଟକାଇ ଦିଆଯାଇଛି । ଯାତ୍ରୀ ମାନଙ୍କୁ ଟ୍ରେନରୁ ଓହ୍ଲାଇ ଷ୍ଟେସନ ଠାରୁ ଦୂରକୁ ଯିବାକୁ କୁହାଯାଇଥିଲା । ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ତେବେ ବୋମା ଟ୍ରେନରେ ଅଛି ନା ନାହିଁ ସେ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ ।
Bomb Scare: କୋଣାର୍କ ଏକ୍ସପ୍ରେସରେ ବୋମା ! ସିକନ୍ଦରାବାଦ ଷ୍ଟେସନରେ ଅଟକିଲା ଟ୍ରେନ - କୋଣାର୍କ ଏକ୍ସପ୍ରେସରେ ବୋମା ସନ୍ଦେହ
ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସରେ ବୋମା ସନ୍ଦେହ । ସିକନ୍ଦରାବାଦ ନିକଟସ୍ଥ ଚର୍ଲପଲ୍ଲୀ ଷ୍ଟେସନରେ ଅଟକିଲା ଏକ୍ସପ୍ରେସ ଟ୍ରେନ । ଅଧିକ ପଢନ୍ତୁ
Bomb Scare: କୋଣାର୍କ ଏକ୍ସପ୍ରେସରେ ବୋମା ସନ୍ଦେହ, ସିକନ୍ଦରାବାଦ ଷ୍ଟେସନରେ ଅଟକିଲା ଟ୍ରେନ